Browsing Category

Top Stories

୯୨୨ କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର,୨୭ା୧୨(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୯୨୨ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମିଳିଛି ମଞ୍ଜୁରି । ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ ଜରିଆରେ ପୁଞ୍ଜି ନିବେଶକୁ ଅନୁମତି ଦିଆଯାଇଛି । ଶିଳ୍ପ ପ୍ରକଳ୍ପଗୁଡ଼ିକରେ…

ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଶୀତ ସତର୍କତା ଚିଠି

ଭୁବନେଶ୍ୱର,୨୭ା୧୨(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତ ଲହରିକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା । ଡିସେମ୍ବର ୨୯ ଯାଏ ପରିସ୍ଥିତି ଉପରେ ନଜର ରଖିବାକୁ…

ଜାନୁଆରୀ ୧ରୁ ବଦଳିଯିବ ଏସବିଆଇ ଏଟିଏମର ନିୟମ

ନୂଆଦିଲ୍ଲୀ,୨୭ ।୧୨: ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇର ଏଟିମ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖାସ୍ ଖବର । ୧ ଜାନୁଆରୀରୁ ଟଙ୍କା ଉଠାଣର ନିୟମରେ ପରିବର୍ତ୍ତନ କରିଛି ଏସବିଆଇ ।…

୨୯ ଡିସେମ୍ବରରେ ହେମନ୍ତଙ୍କ ଶପଥ ଗ୍ରହଣ, ସାମିଲ ହେବେ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୭ ।୧୨: ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମ, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଗଠବନ୍ଧନକୁ ପୂର୍ଣ୍ଣ ବହୁମତ ମିଳିବା ପରେ ସରକାର ଗଠନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୯…

ମାର୍ଚ୍ଚ ୩ରୁ ଆରମ୍ଭ ହେବ +୨ ପରୀକ୍ଷା

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି +୨ ପରୀକ୍ଷାର ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ୩ରୁ ଆରମ୍ଭ ହେବ +୨ ଥିିଓରି ପରୀକ୍ଷା । ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ୨୮ଯାଏ +୨ ବିଜ୍ଞାନ…

ଜିଏସଟି ଦାଖଲ ନକଲେ ବ୍ୟାଙ୍କ ଆକାଉଣ୍ଟ ସହ ଜବତ ହେବ ସମ୍ପତ୍ତି

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ଜିଏସଟି ଦାଖଲ ନକଲେ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପତ୍ତି ଜବତ ହେବ ବୋଲି ସୂଚନା ମିଳିଛି । ଏହାସହ ଧାର୍ଯ୍ୟ କରାଯାଇଥିବା ସମୟ ଭିତରେ ରିଟର୍ଣ୍ଣ ଫାଇଲ ନକଲେ ଖିଲାପି ଘୋଷିତ ହେବେ ।…

ଅସ୍ତ୍ରବିରତି ଉଲ୍ଲଂଘନ ପଡିଲା ମହଙ୍ଗା, ୪ ପାକିସ୍ତାନୀ ସୈନ୍ୟ ନିହତ

ରାଜୌରୀ,୨୭ ।୧୨: ଜମ୍ମୁ-କାଶ୍ମୀରର ପୁଞ୍ଚ ଓ ରଜୌରୀ ସେକ୍ଟରରେ ଗୁଳିମାଡ । ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ୍ ଦେଲେ ଭାରତୀୟ ସେନା । ଭାରତୀୟ ସେନାଙ୍କ ଗୁଳିମାଡରେ ୪ ପାକିସ୍ତାନୀ ସୈନ୍ୟ ନିହତ…

ପୁଣି ମାମୁଁ ହେଲେ ସଲମାନ ଖାନ୍

ମୁମ୍ବାଇ,୨୭ ।୧୨: ବଲିଉଡର ଦବଙ୍ଗ ହିରେୀ ସଲମାନ ଖାନ୍ ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି । ଭାଇଜାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଖାନଙ୍କ ପରିବାରରେ ଆଜି ଡବଲ ସେଲିବ୍ରେସନ କରାଯାଉଛି । ସଲମାନଙ୍କ ଭଉଣୀ…

ଏତଲା ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ମାଝୀ

ନବରଙ୍ଗପୁର, ୨୭ା୧୨(ଓଡ଼ିଶା ଭାସ୍କର): କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାମରେ ଏତଲା ରୁଜୁ ହୋଇଥିଲା । ଏତଲା ରୁଜୁ ହେବା ପରେ ପ୍ରଦୀପ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆମେ କାହାର କ୍ଷତି ପହଞ୍ଚାଇ ନାହୁଁ ।…

IAS ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୭ ।୧୨(ଓଡିଶା ଭାସ୍କର): IAS ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳର ରାଜସ୍ୱ କମିସନର ଭାବେ ବଦଳି କରାଯାଇଛି । ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟସ୍…