
Browsing Category
Top Stories
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର, ୪ ବାଇକ୍
ବ୍ରହ୍ମପୁର, ୨୭ା୨ (ଓଡିଶା ଭାସ୍କର): ବ୍ରହ୍ମପୁରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବ୍ରହ୍ମପୁର ଉପକଣ୍ଠ ସାତକୁଟୁଣି ପଞ୍ଚାୟତର ଝାଡ଼ାଙ୍କୁଲି ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି ।…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୨୮ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୨୭ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୨୮ ହଜାର ୧୦୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧କୁ…
ହୃଦରୋଗର ଏହି ଗମ୍ଭୀର କାରଣ ବିଷୟରେ ଅନେକଙ୍କୁ ଜଣା ନଥାଏ
ହୃଦରୋଗ ହେଉଛି ବର୍ତ୍ତମାନ ସମୟର ଏକ ମୁଖ୍ୟ ସମସ୍ୟା । ଅତ୍ୟଧିକ ଧୂମ୍ରପାନ କରିବା, ନିୟମିତ ବ୍ୟାୟାମ ନ କରିବା, ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ କରିବା ଆଦି ହେଉଛି ହୃଦରୋଗର ମୁଖ୍ୟ କାରଣ । ଏହି କାରଣଗୁଡ଼ିକ ବ୍ୟତୀତ…
ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର, ଆଜି ୪୦ ଡିଗ୍ରୀ ପାର୍
ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢି ଚାଲିଛି । ଲଗାତାର ଭାବେ ରାଜ୍ୟରେ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆଜି ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଭୁବନେଶ୍ୱର…
ମାର୍ଚ୍ଚ ୧ରୁ ବଦଳିଲା ସ୍କୁଲ ସମୟ, ଜାଣନ୍ତୁ ଟାଇମ୍ ?
ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ଟାଇମ୍ । ସାରା ରାଜ୍ୟରେ ମାର୍ଚ୍ଚ ୧ରୁ ବଦଳିଯିବ ସ୍କୁଲ ସମୟ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଯାଏଁ ସ୍କୁଲ…
India’s GDP Bounces back, grows by 0.4% in 3rd Quarter
New Delhi, 26/2: The Indian Economy has bounced back from the recession as the gross domestic product (GDP) growth expanded by 0.4 percent in the third quarter. The country had…
ଏଣିକି ଘରୋଇ ମେଡିକାଲରେ ଟିକାକରଣ
ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଏଣିକି ରାଜ୍ୟର ଘରୋଇ ମେଡିକାଲରେ ଦିଆଯିବ କରୋନା ଟିକା । କରୋନା ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି ମିଳିଛି । ବିଏସକେୱାଇରେ ପଞ୍ଜୀକୃତ ହୋଇଥିବା ମେଡିକାଲରେ ଟିକାକରଣ…
ନିର୍ବାଚନ ପାଇଁ ତାରିଖ ଘୋଷଣା: ମେ’ ୨ରେ ରେଜଲ୍ଟ
ନୂଆଦିଲ୍ଲୀ, ୨୬ ।୨: ୪ ରାଜ୍ୟ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା । ୧ କେନ୍ଦ୍ର ଶାସିତ ଓ ୪ ରାଜ୍ୟ…
କ୍ରିକେଟରୁ ସନ୍ୟାସ ନେଲେ ୟୁସୁଫ ପଠାନ
ନୂଆଦିଲ୍ଲୀ,୨୬ ।୨: ଭାରତୀୟ କ୍ରିକେଟର ୟୁସୁଫ ପଠାନ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ୟୁସୁଫ ସବୁ ପ୍ରକାରର ଫର୍ମାଟରୁ ନିଜର ଅବସର ଘୋଷଣା କରିଛନ୍ତି । ଉଭୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଓ ଘରୋଇ କ୍ରିକେଟକୁ ଅଲବିଦା…
Yusuf Pathan announces retirement from all cricket
Baroda, 26/2: In a major development, Indian all-rounder Yusuf Pathan announced retirement from all forms of cricket. Yusuf Pathan is the brother of Irfan Pathan.
He took to…