Browsing Category

Top Stories

କରୋନା ଭାଇରସ୍, ଦେଶରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ନୂଆଦିଲ୍ଲୀ,୨୬ ।୩: ଦେଶରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୫ ଲୋକ ଏହି ଭାଇରସରେ କବଳରେ ଆସି ଜୀବନ ହାରିଛନ୍ତି । କରୋନା ଯୋଗୁଁ ମହାରାଷ୍ଟ୍ରରେ ୧ ଓ କଶ୍ମୀରରେ ଜଣଙ୍କର…

କରୋନାରେ ଗୁଜୁରାଟରେ ଆଉ ଜଣଙ୍କ ମୃତ୍ୟୁ

ଗୁଜୁରାଟ, ୨୫ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଆଜି ଗୁଜୁରାଟରେ କରୋନାରେ ଆକ୍ରାନ୍ତ ଥିବା ଜଣେ ୮୫ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ ବୃଦ୍ଧା ଜଣଙ୍କ ବିଦେଶରୁ…

ଗୁରୁଦ୍ୱାରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

କାବୁଲ,୨୫ ।୩: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାର ଉପରେ କିଛି ଆତଙ୍କବାଦୀମାନେ ଆଜି ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ରୁ ୯ ଲୋକ ଗୁରୁତର ଆହତ…

ଏପ୍ରିଲ ୧୪ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ବାତିଲ

ନୂଆଦିଲ୍ଲୀ,୨୫ ।୩ : କରୋନା ଭାଇରସ ମହାମାରୀର ବ୍ୟାପକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ବାତିଲ କରାଯାଇଛି। ଏହି ସମୟ…

ଦେଶରେ କରୋନ ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଇନ୍ଦୋର,୨୫ ।୩: ସାରା ଦେଶରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ ଦେଶରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରେ ପ୍ରଥମ କରୋନା ମୃତ୍ୟୁ ମାମଲା ସାମନାକୁ ଆସିଛି ।…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତାପଙ୍କ ଚିଠି

ଭୁବନେଶ୍ୱର,୨୫ ।୩(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସାରା ଦେଶରେ ଲକ୍-ଡାଉନ୍ ପରେ ବିଭିନ୍ନ ରାଜ୍ୟରେ ଅନେକ ଓଡିଆ ଫସି ରହିଛନ୍ତି । ରାଜ୍ୟ…

ସ୍ୱାଧୀନତା ସଂଗ୍ରାମୀଙ୍କ ଅସୁସ୍ଥତାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ ।୩(ଓଡିଶା ଭାସ୍କର): ଭେଟେରାନରେ ଥିବା ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅସୁସ୍ଥତାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୃଦରୋଗରେ ପୀଡିତ…

ରାଜ୍ୟ ବାହାରୁ ଓଡ଼ିଶାକୁ ଫେରିଛନ୍ତି ପ୍ରାୟ ୭୮,୨୩୩ ଜଣ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଆଗାମୀ ଦିନରେ କରୋନା ମୁକାବିଲା ପାଇଁ ଜନବଳ, ଧନବଳ ଲୋଡ଼ା ହୋଇଛି । ଏହି…