Browsing Category
Top Stories
BCCI donates 51 crs to fight against Coronavirus
Mumbai, 28/3 : Board of Control for Cricket in India to contribute Rs 51 Crores to Prime Minister’s Citizen Assistance and Relief in Emergency Situations Fund (PM-CARES Fund) to…
ମେଡ଼ିକାଲ୍ ଅଫିସରଙ୍କ ପଦୋନ୍ନତିକୁ ସବୁଜ ସଙ୍କେତ
ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): କରୋନା ମୁକାବିଲାରେ ଡାକ୍ତରଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ଏହାସହ ଡାକ୍ତରଙ୍କ ଡ଼ିଏସିପି ନିୟମକୁ ଥରକ ପାଇଁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ…
କରୋନା ଭାଇରସ୍, ତେଲେଙ୍ଗାନାରେ ପ୍ରଥମ ମୃତ୍ୟୁ
ତେଲେଙ୍ଗାନା, ୨୮ା୩: କରୋନା ଭାଇରସ୍ ମହାମାରୀର ରୂପ ନେଇଛି । ଏହି ଭାଇରସ୍ରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୨୩ରେ ପହଞ୍ଚିଛି । ଏହାସହ କରୋନାରେ ଦେଶର ତେଲେଙ୍ଗାନାରେ ପ୍ରଥମ…
କେଉଁ କଣ୍ଟାକ୍ଟରେ ବ୍ୟାପିପାରେ କରୋନା ଭାଇରସ୍? ଜାଣନ୍ତୁ
ନୂଆଦିଲ୍ଲୀ, ୨୮ା୩: ମହାମାରୀ ରୂପ ନେଇଛି କରୋନା ଭାଇରସ୍ । ଏହା ଏପରି ଏକ ଭାଇରସ୍ ଯାହା ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଆସିଲେ ମଧ୍ୟ କରୋନା ହୋଇଯାଇଥାଏ । ହେଲେ ଏହି କଣ୍ଟାକ୍ଟ ବା ସମ୍ପର୍କ କଣ ଜାଣି…
‘ଛିଙ୍କନ୍ତୁ ଓ ଭାଇରସ୍ ବିସ୍ତାର କରନ୍ତୁ’-ପୋଷ୍ଟ କରି ଗିରଫ ହେଲେ ଇନଫୋସିସ୍ କର୍ମଚାରୀ, ଚାକିରୀ ବି ଗଲା
କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ସମଗ୍ର ଦେଶକୁ ୨୧ ଦିନ ପର୍ଯ୍ୟନ୍ତ ଳକ୍-ଡାଉନ୍ କରିଛନ୍ତି । ଏହାରି ମଧ୍ୟରେ କରୋନା ଭାଇରସକୁ ନେଇ ବେଙ୍ଗାଲୁରୁର…
ବଢ଼ିଲା ଲକ୍ ଡାଉନ ଅବଧି
ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): ଲକ୍ ଡାଉନ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୨୯ଯାଏଁ ରାଜ୍ୟବ୍ୟାପୀ ଲକ-ଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ଏହାକୁ ବୃଦ୍ଧି କରାଯାଇ ଏପ୍ରିଲ ୧୪ ମଧ୍ୟରାତ୍ରୀ…
ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସିଛନ୍ତି ୧୧୨ଜଣ : ସୁବ୍ରତ ବାଗଚୀ
ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ପ୍ରତି ପଞ୍ଚାୟତରେ ନିରାଶ୍ରୟ ଦୁଃସ୍ଥ ଲୋକଙ୍କୁ…
ଡାକ୍ତରମାନଙ୍କୁ ଅନଲାଇନ ଟ୍ରେନିଂ ଦିଆଯାଉଛି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ
ନୂଆଦିଲ୍ଲୀ, ୨୮ା୩: କରୋନା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । କରୋନା ମୁକାବିଲା ନେଇ ସବୁ ରାଜ୍ୟ ସହ ଆଲୋଚନା ହୋଇଥିବା ସେହି ସମ୍ମିଳନୀରେ କୁହାଯାଇଛି । ତାଲା ବନ୍ଦ ବେଳେ ଜରୁରୀ…
କରୋନା ଭାଇରସ୍: ୨୪ ଘଣ୍ଟା ମଧ୍ୟରେ ବାପ-ଝିଅଙ୍କ ମୃତ୍ୟୁ
ବ୍ରିଟେନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୭୫୦ ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୫୦୦ ଛୁଇଁଛି । ଏହି ସମୟରେ କରୋନା ଭାଇରସରେ ସଂକ୍ରମିତ ୨ ବାପ-ଝିଅଙ୍କ ମାତ୍ର ୨୪ ଘଣ୍ଟାରେ ମୃତ୍ୟୁ ହୋଇଛି ।…
କରୋନା ଭାଇରସ୍: ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଗରିବଙ୍କୁ ରନ୍ଧା ଖାଦ୍ୟ ଦେବାକୁ ଘୋଷଣା ହୋଇଛି । ଏସଏଚଜି ଦ୍ୱାରା…