Browsing Category
Top Stories
ବ୍ରହ୍ମପୁରରୁ ସ୍ୱାଭାବିକ ହେଲା ବସ୍ ସେବା
ବ୍ରହ୍ମପୁର,୨୮ା୧୧(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁରରୁ ସ୍ୱାଭାବିକ ହୋଇଛି ଘରୋଇ ବସ୍ ସେବା । ପରିବହନ ମନ୍ତ୍ରୀ ଓ ବସ ମାଲିକ ସଙ୍ଘର ଆଲୋଚନା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ଭିତରେ ଚାଲୁଥିବା ବସ୍ ସିଟି…
ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଉଦ୍ଧବ
ମହାରାଷ୍ଟ୍ର, ୨୮ା୧୧: ମହାରାଷ୍ଟ୍ରରେ ମହାନାଟକରେ ପଡ଼ିଛି ପୂର୍ଣ୍ଣଛେଦ । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମହାବିକାଶ ଆଘାଡ଼ିର ନେତା ତଥା ଶିବସେନା ମୁଖ୍ୟ…
ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ
ବାରଙ୍ଗ,୨୮ା୧୧(ଓଡ଼ିଶା ଭାସ୍କର): ନନ୍ଦନକାନନରେ ୨ବର୍ଷୀୟ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ-ନିର୍ଦ୍ଦେଶକ । ଗତମାସ ୨୨ ରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଭୁବନେଶ୍ୱର ସ୍ଥିତ…
ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ
ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଏହାକୁ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୧୭-୧୮ର ବିନିଯୋଗ ହିସାବ ଓ ଆର୍ଥିକ ସ୍ଥିତିକୁ…
କିଛି ସମୟ ପରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ, କଂଗ୍ରେସ-ଏନସିପି-ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ନେବେ ଶପଥ
ମହାରାଷ୍ଟ୍ର, ୨୮ା୧୧: କିଛି ସମୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଉଦ୍ଧବ ଠାକରେ । କଂଗ୍ରେସ, ଏନସିପି ଓ ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ଶପଥ ନେବେ । ଏନସିପିରୁ ଶପଥ ନେବେ ଛଗନ…
ଏହି ୪ ରାଶିର ବ୍ୟକ୍ତି ସୁନା ଧାରଣ କଲେ ମିଳିଥାଏ ଶୁଭଫଳ
ଭାରତୀୟ ସମାଜରେ ସୁନା ପ୍ରତି ଏକ ଅଲଗା ଆକର୍ଷଣ ରହିଛି । ବାସ୍ତୁଶାସ୍ତ୍ରରେ ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ । ତେବେ ବାସ୍ତୁ…
ଆହୁରି ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ
ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ନୂଆ ଟ୍ରାଫିକ୍ ନିୟମକୁ ଆଉ ୩ ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପୂର୍ବରୁ ୩ ମାସ ପାଇଁ ନୂଆ…
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳିଲା ମଧ୍ୟାହ୍ନ ଭୋଜନ ଦାୟିତ୍ୱ
ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକମାନଙ୍କୁ ମୁକ୍ତ କରାଯାଇଛି । ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏହି ମଧ୍ୟାହ୍ନ ଭୋଜନ କଥା ବୁଝିବେ । ମିଶନ ଶକ୍ତି ଓ ଗଣ…
ଓଡ଼ିଶା ବନ୍ୟଜନ୍ତୁଙ୍କ ଉପରେ ବିଦେଶୀ ମାଫିଆ ନଜର
ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ଓଡ଼ିଶା ବନ୍ୟଜନ୍ତୁଙ୍କ ପ୍ରତି ବିଦେଶୀ ମାଫିଆମାନେ ଖରାପ ନଜର ରଖିଛନ୍ତି । ବିଦେଶକୁ ଓଡ଼ିଶାର ବିରଳ ବନ୍ୟଜନ୍ତୁ ଚାଲାଣ ହେଉଥିବା ସୂଚନା ମିଳିଛି । ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ…
୨୮୯ ଅଧ୍ୟାପକଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକଙ୍କୁ ମିଳିଲା ନିଯୁକ୍ତି । ୧୬ଟି ବିଭାଗର ୨୮୯ ଅଧ୍ୟାପକଙ୍କୁ ଦିଆଗଲା ନିଯୁକ୍ତିପତ୍ର । ଜୟଦେବ ଭବନରେ ଅଧ୍ୟାପକମାନଙ୍କୁ…