Browsing Category

Top Stories

ଦେଶରେ କରୋନା ସୁସ୍ଥ ହାର ୨୩.୩%

ନୂଆଦିଲ୍ଲୀ, ୨୮ା୪: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଅଧିକରୁ ଅଧିକ ନମୁନା ପରୀକ୍ଷା କରାଯାଉ । ଡ୍ରୋନ…

ଫେରନ୍ତା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ଉପରେ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ଆଜି ବିଭିନ୍ନ ଜିଲ୍ଲାପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଭିଡ଼ିଓ କନଫରେନ୍ସ ଜରିଆରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ସେଣ୍ଟ୍ରାଲ ଜେଲର ୧୯ କଏଦୀ କରୋନା ପଜିଟିଭ୍

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଆଜି ମଧ୍ୟପ୍ରଦେଶର ସେଣ୍ଟ୍ରାଲ ଜେଲର ୧୯ ଜଣ କଏଦୀ କରୋନାରେ ଚିହ୍ନଟ ହୋଇଛନ୍ତି । ଏକ ଅସ୍ଥାୟୀ ଜେଲରେ ସମସ୍ତ କଏଦୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।…

ବସ୍ ଇନସୁରାନ୍ସ ଅବଧି ୬ମାସ ବୃଦ୍ଧି କରାଯାଉ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପଦ୍ମନାଭ ବେହେରା…

ଗୁଜବ ପରେ ଇରାନରେ ୫୦୦୦ ଲୋକ ପିଇଗଲେ ମଦ, ଚାଲିଗଲା ୭୨୮ ଜଣଙ୍କ ଜୀବନ

ଗୁଜବ ପ୍ରକାଶ ପରେ ହଜାର ହଜାର ଲୋକ ମଦ ପିଇ ମରିବା ଘଟଣାକୁ ଶେଷରେ ସ୍ୱୀକାର କରିଛନ୍ତି ଇରାନ୍ ସରକାର । ସୋସିଆଲ ମିଡିଆ ମାଧ୍ୟମରେ ଇରାନରେ ଏକ ଗୁଜବ ପ୍ରଚାର ହୋଇଥିଲା ଯେ, ଆଲକହଲ୍ ପିଇବା ଦ୍ୱାରା କରୋନା ହେବନାହିଁ ।…

ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, ୨୮ା୪: ହିମାଚଳପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଦିନ ୧୨ଟା ୧୭ରେ ଭୂକମ୍ପ ଅନୂଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ୪ ଥିବା ରିକ୍ଟର ସ୍କେଲରେ ରେକର୍ଡ଼ କରାଯାଇଛି । କିନ୍ତୁ…

ବସ୍ ଯୋଗେ ସୁରତରୁ ଗଞ୍ଜାମ ଫେରୁଛନ୍ତି ଶ୍ରମିକ

ଗଞ୍ଜାମ, ୨୮ା୪(ଓଡ଼ିଶା ଭାସ୍କର): ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଓଡ଼ିଆ ଶ୍ରମିକମାନେ ଫସି ରହିଛନ୍ତି । ଆଜି ସୁରତରୁ ୪ଟି ବସରେ ଗଞ୍ଜାମକୁ ସେମାନଙ୍କୁ ଅଣାଯାଉଛି । ଗଞ୍ଜାମରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ…

ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍

ନୂଆଦିଲ୍ଲୀ, ୨୮ା୪: ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ୨ଦିନ ପାଇଁ ନୀତି ଆୟୋଗ ବିଲ୍ଡିଂକୁ ସିଲ୍ କରାଯାଇଥିବା ନେଇ ସୂଚନା ମିଳିଛି । ସେଠାରେ ଜଣେ ଅଧିକାରୀଙ୍କଠାରେ କରୋନା…