Browsing Category

ଖବର

ଚିନ୍ତାରେ ମୋଦୀ, ଟ୍ରମ୍ପଙ୍କ ୫୦% ଶୁଳ୍କ ଯୋଗୁଁ ଭାରତ ସହିବ ୫୨ ଲକ୍ଷ କୋଟିର କ୍ଷତି!

ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୫୦% ଶୁଳ୍କ ଯୋଗୁଁ ଭାରତ ୫୨ ଲକ୍ଷ କୋଟି ପର୍ଯ୍ୟନ୍ତ କ୍ଷତି ସହିପାରେ। ଏହି ଦାବି କରିଛନ୍ତି ବ୍ରୋକରେଜ୍ ଫର୍ମ ଜେଫେରିଜ ଗ୍ଲୋବାଲ୍ ଇକ୍ୱିଟି ଷ୍ଟ୍ରାଟେଜି ମୁଖ୍ୟ…

ସ୍କୁଲରେ ଛଟପଟ ହୋଇ ଜୀଅନ୍ତା ଜଳି ମରିଗଲା ପଞ୍ଚମ ଶ୍ରେଣୀ ଛାତ୍ରୀ, ପ୍ରିନ୍ସିପାଲ୍ ନିଲମ୍ୱିତ

ପାଟନା: ସ୍କୁଲରେ ଅଭାବନୀୟ ଘଟଣା।  ନିଆଁରେ ଜୀଅନ୍ତା ଜଳି ଛଟପଟ ହୋଇ ମରିଗଲା ପଞ୍ଚମ ଶ୍ରେଣୀର ନିଷ୍ପାପ ଛାତ୍ରୀ।  ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସ୍କୁଲର ପ୍ରିନ୍ସିପାଲଙ୍କୁ ନିଲମ୍ୱିତ କଲେ ଜିଲ୍ଲା ଶିକ୍ଷା…

(video) ଶହ ଶହ ଲୋକଙ୍କ ଉପରେ ଖସି ପଡ଼ିଲା ପାହାଡ଼, ଭିଡ଼ିଓ ଭାଇରାଲ୍

ଓଡିଶାଭାସ୍କର: ଆଜିକାଲି ମେଘ ଫାଟିବା, ବନ୍ୟା ଏବଂ ମାଟି ଧସିବା ସାଧାରଣ ଘଟଣା ହୋଇଗଲାଣି। ଜମ୍ମୁ ଓ କାଶ୍ମୀରରୁ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ପର୍ଯ୍ୟନ୍ତ ଏହି ଘଟଣାରେ ଅନେକ କ୍ଷୟକ୍ଷତି ମଧ୍ୟ ହେଉଛି। କେଉଁଠି…

ଭାରତର ଶତ୍ରୁ ଦେଶ ପାକିସ୍ତାନରେ ଗଣେଶ ପୂଜା, ତାହା ପୁଣି ‘ଅପରେସନ୍ ସିନ୍ଦୂର’ ପରେ

ପାକିସ୍ତାନ: ଭାରତରେ ଗଣେଶ ଚତୁର୍ଥୀ ବେଶ ଧୁମ ଧାମରେ ପାଳନ କରାଯାଏ। ହେଲେ ପଡ଼ୋଶୀ ଦେଶ ବା ଭାରତର ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ଗଣେଶ ଚତୁର୍ଥୀ ମହା ଆଡ଼ମ୍ୱରରେ ପାଳନ କରାଯାଇଛି।  ତାହା ପୁଣି ଭାରତର ଅପରେସନ୍…

ଏସିଆ କପ୍ ୨୦୨୫ରେ ଇତିହାସ ରଚିବେ ସୂର୍ଯ୍ୟକୁମାର ଯାଦବ, ଏବେଯାଏଁ ଜଣେ ଭାରତୀୟ କରିପାରିଛନ୍ତି ଏମିତି!

ମୁମ୍ୱାଇ: ୨୦୨୫ ଟି-୨୦ ଏସିଆ କପ୍ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି ଅଛି। ଭାରତୀୟ ଦଳ ସେପ୍ଟେମ୍ୱର ୧୦ ତାରିଖରୁ UAE ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ସୂର୍ଯ୍ୟକୁମାର…

ମହଙ୍ଗା ହୋଇଯିବ ଦୁଇଚକିଆ ଯାନ, 40% GST ଲଗାଇବେ ସରକାର

ନୂଆଦିଲ୍ଲୀ: ଏବେ ମହଙ୍ଗା ହେବାକୁ ଯାଉଛି ଦୁଇଚକିଆ ଯାନ । 350 ସିସିରୁ ଅଧିକ ମୋଟରସାଇକେଲ ଉପରେ 40% ଟିକସ ଲଗାଇବେ ସରକାର । କେନ୍ଦ୍ର ସରକାର ସାମଗ୍ରୀ ଏବଂ ସେବା ଟିକସ (GST) ପୁନଃଗଠନ କରିବାକୁ ପ୍ରସ୍ତାବ…

ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ହେଲ୍ପଲାଇନ୍ ନମ୍ୱର ଜାରି କଲେ DCP

କଟକ: ପାର୍ବଣ ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ  ଦେଲେ ପୋଲିସ ମହାନିର୍ଦ୍ଦେଶକ । ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ସିସିଟିଭି ଓ ଡ୍ରୋନ…

ତୁଟିଲା କେଁ, ବଦଳିଲା ଝାରପଡ଼ା ଦୂର୍ଗାପୂଜା ମଣ୍ଡପର ଠିକଣା

ଭୁବନେଶ୍ୱର: ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ବଦଳିଲା ଠିକଣା। ଲାଗିରହିଥିବା ବିବାଦର ଅନ୍ତ ହେଲା। ଏଥର ମେଳଣ ପଡ଼ିଆରେ ହେବ ଝାରପଡ଼ା ଦୁର୍ଗା ପୂଜା। ଜେଲ୍ ରୋଡ୍ ଛକ ପରିବର୍ତ୍ତେ ମେଳଣ ପଡ଼ିଆରେ ହେବ ପୂଜା। ଝାରପଡ଼ା…

IMFର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ପୂର୍ବତନ RBI ଗଭର୍ଣ୍ଣର, ଉର୍ଜିତ ପଟେଲଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ପୂର୍ବତନ RBI ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ବଡ଼ ଦାୟିତ୍ବ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ହେଲେ ନିଯୁକ୍ତ । ନିଯୁକ୍ତିକୁ କ୍ୟାବିନେଟ ନିଯୁକ୍ତି କମିଟିର ଅନୁମୋଦନ…

Asis Cup 2025: ଭାରତ-ପାକ୍ ହାଇଭୋଲଟେଜ୍ ଲଢେଇ ପୂର୍ବରୁ ଆଜି ଖୋଲିବ ପାକିସ୍ତାନ ପୋଲ ! ଇଣ୍ଡିଆକୁ ବଡ ଫାଇଦା, ମିଳିବ ବିଜୟର ବ୍ଲୁ ପ୍ରିଣ୍ଟ୍

ନୂଆଦିଲ୍ଲୀ: ଏସିଆ କପ୍ ଲଢେଇ ପୂର୍ବରୁ ଆଜି ଖୋଲିବ ପାକିସ୍ତାନର ପୋଲ । ଏହା ସହ ଟିମ ଇଣ୍ଡିଆକୁ ମିଳିବ ବିଜୟର ବ୍ଲୁ ପ୍ରିଣ୍ଟ୍ । ତେବେ ଏସିଆ କପ୍ ୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି ଏବଂ ପାକିସ୍ତାନ ମଧ୍ୟ ଏଥିରେ…