fbpx
Browsing Category

ଖବର

ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍ ଖାନ୍: ଉଡ଼ାଣ ଭରିବା ପରେ ବିମାନରେ ଆସିଥିଲା ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଜରୁରୀ…

ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼: ୭ କୋଟି ଜବତ କଲାଣି ଇଡି, ଚାଲିଛି ସର୍ଚ୍ଚ ଅପରେସନ

କୋଲକାତାର ଗାର୍ଡେନରୀଚ ଅଞ୍ଚଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ସୂଚନା ଅନୂଯାୟୀ ଏଠାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ରେଡ୍ କରିଛି । ଏହି ସମୟରେ ୭ କୋଟି ଟଙ୍କା ନଗଦ…

Video: ଜିପ୍‌ ଆଡକୁ ପବନ ବେଗରେ ଧାଇଁ ଆସିଲା ଦନ୍ତା ହାତୀ, ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ ଡ୍ରାଇଭର

ନୂଆଦିଲ୍ଲୀ: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଜଙ୍ଗଲ ସଫାରି ପ୍ରକୃତରେ ଆକର୍ଷଣୀୟ ହୋଇପାରେ। ପାଦଚିହ୍ନ ଖୋଜିବା ଠାରୁ ଆରମ୍ଭ କରି ପଶୁମାନଙ୍କୁ ଚିହ୍ନିବା ପର୍ଯ୍ୟନ୍ତ, ଅନେକ ରୋମାଞ୍ଚକର ଅନୁଭୂତି ଜଙ୍ଗଲରୁ ମିଳିଥାଏ।…

ପେଟ୍ରୋଲ-ଡିଜେଲ ଦାମକୁ ନେଇ ଅର୍ଥମନ୍ତ୍ରୀ ବଡ଼ ଘୋଷଣା…

ନୂଆଦିଲ୍ଳୀ: କଞ୍ଚାତେଲର ଦାମ୍ କମ୍ ହେଉଥିବା ମଧ୍ୟରେ ପେଟ୍ରୋଲ-ଡିଜେଲ୍ ରେଟ୍ ପୁରୁଣା ସ୍ତରରେ ରହିଛି । ତେଲ ଦାମ୍ ରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ସରକାର…

Honey Singh ଙ୍କ ଛାଡ଼ପତ୍ର: ଆଲିମୋନୀରେ ପତ୍ନୀଙ୍କୁ ଦେବେ ଏତିକି କୋଟି….

ନୂଆଦିଲ୍ଲୀ: ପଞ୍ଜାବୀ ସିଙ୍ଗର ଏବଂ ରାପର୍ ୟୋ ୟୋ ହନି ସିଂହ ଏବଂ ପତ୍ନୀ ଶାଳିନୀ ତଲୱାରଙ୍କ ଛାଡ଼ପତ୍ର ହୋଇଛି । ଦିଲ୍ଲୀର ସାକେତ ଜିଲ୍ଳା କୋର୍ଟର ଫ୍ୟାମିଲି କୋର୍ଟ ୮ ସେପ୍ଟେମ୍ବରରେ ଏହି ମାମଲାରୁ ଶୁଣାଣି କରିଥିଲେ ।…

Digital Fasting: ମୋବାଇଲରୁ ଇଣ୍ଟରନେଟ୍ ରୁ ଦୂରେଇବା ପାଇଁ ଜୈନ ସମୁଦାୟର ନିଆରା ପ୍ରୟାସ… 

ନୂଆଦିଲ୍ଳୀ: ଆପଣ ନିଶ୍ଚୟ କେବେ ନା’ କେବେ ଉପବାସ ତ’ କରିଥିବେ । ସାଧାରଣତଃ କୌଣସି ମନୋସ୍କାମନା ପୂରଣ ପାଇଁ ଆମେ ଉପବାସ କରିଥାଉଁ । କେହି କୌଣସି କାମରେ ସଫଳତା ପାଇଁ ତ’ ପୁଣି ଘରେ ସୁଖ ଶାନ୍ତି ପାଇଁ ଉପବାସ…

ଦ୍ୱିତୀୟ ପର୍ଯ୍ୟାୟ e-Admission ପ୍ରକ୍ରିୟା ନେଇ ବିଜ୍ଞପ୍ତି ଜାରି: ଭାଗନେଇପାରିବେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ଆଡମିଶନରେ ଭାଗ ନେଇପାରିନଥିଲେ । ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟ…

ବିଗିଡ଼ିଲା ବ୍ରିଟେନ୍ ମହରାଣୀ ଏଲିଜାବେଥ୍ ଙ୍କ ସ୍ୱାସ୍ଥ୍ୟାବସ୍ଥା: ନଜର ରଖିଛନ୍ତି ଡାକ୍ତର

ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ୍ ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପଡ଼ିଛି । ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ୍ ଚିନ୍ତିତ ଅଛନ୍ତି । ମିଳିଥିବା ସୂଚନା ଅନୂଯାୟୀ ମହାରାଣୀ ଏଲିଜାବେଥ୍ ଡାକ୍ତରଙ୍କୁ…

(Video) ହୃଦୟବିଦାରକ: ପାର୍ବତୀଙ୍କ ବେଶରେ ନୃତ୍ୟ କରୁ କରୁ ଚାଲିଗଲା ଜୀବନ, ସାମ୍ନାକୁ ଆସିଲା ଭିଡିଓ…

କୁହାଯାଏ ମୃତ୍ୟୁ କାହାକୁ କେତେବେଳେ ଆସିବ କେହି କହିପାରିବ ନାହିଁ । କେହି ଜାଣିନାହିଁ କାହାକୁ କେଉଠିଁ ଅପେକ୍ଷା କରି ରହିଛି କାଳ । କେତେବେଳେବି ଆସି ନେଇଯିବ ସାଙ୍ଗରେ, ମୃତ୍ୟୁ ଅପ୍ରତ୍ୟାଶିତ । ଏବେ ଏଭଳି ଏକ ଭିଡିଓ…

ନେତାଜୀଙ୍କ ବିଶାଳ ପ୍ରତିମା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ: କର୍ତ୍ତବ୍ୟପଥରୁ ଦେଖାଗଲା ନୂଆଦିଲ୍ଲୀର ନୂଆ ଚିତ୍ର

ନୂଆଦିଲ୍ଲୀ: ଉଦଘାଟିତ ହେଲା ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିଷ୍ଟାର ଉଦଘାଟନ କରିଛନ୍ତି । ଉଦଘାଟନୀ ଅବସରରେ ନେତାଜୀଙ୍କ ବିଶାଳ ପ୍ରତିମା ଉନ୍ମୋଚନ କଲେ…