fbpx
Browsing Category

ଖବର

ଆହୁରି ଦୃଢ ହେବ ରାଜ୍ୟର ବିପର୍ଯ୍ୟୟ ପରିଚାଳନା: ବନ୍ୟା ପ୍ରବଣ ଅଞ୍ଚଳରେ ଅଧିକ ବନ୍ୟା-ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଆନ୍ତର୍ଜାତିକ ସ୍ୱୀକୃତି ହାସଲ ସହ ରାଜ୍ୟ ସରକାର ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ିଭୁତ ଏବଂ ଶାଣିତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛନ୍ତି । ଆଜି…

କେବଳ ୪୫,୬୦୦ ଟଙ୍କାରେ ବୁଲିପାରିବେ ରାଜସ୍ଥାନ: IRCTC ଆଣିଲା ସ୍ୱତନ୍ତ୍ର ଏୟାର ଟୁର୍ ପ୍ୟାକେଜ୍

ନୂଆଦିଲ୍ଲୀ: ଯଦି ଆପଣ ନଭେମ୍ବର ମାସରେ ରାଜସ୍ଥାନ ବୁଲିବାକୁ ଯୋଜନା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଭଲ ଖବର । ପ୍ରକୃତରେ ଆଇଆରସିଟିସି ଏକ ବଢ଼ିଆ ସୁଲଭ ଏୟାର ଟୁର୍ ପ୍ୟାକେଜ୍ ଆଣିଛି । ଏହି ପ୍ୟାକେଜ୍ ଦ୍ୱାରା…

ରାଜନୀତିକ ଚାନ୍ଦା ଉପରେ ନିର୍ବାଚନ ଆୟୋଗଙ୍କ ଅଙ୍କୁଶ: ନଗଦ ଉପରେ ରହିବ ନିୟନ୍ତ୍ରଣ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ରାଜନୀତିକ ଦଳଙ୍କ ପାଇଁ ନଗଦ ଚାନ୍ଦାର ସୀମା ୨୦ ହଜାର ଟଙ୍କାରୁ କମାଇ ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସମୁଦାୟ ନଗଦ ସୀମା ୨୦ ପ୍ରତିଶତ କିମ୍ବା ୨୦ କୋଟି ଟଙ୍କା…

ଦାଦାବଟି ରୋକିବାକୁ କମିଶନରେଟ୍ ପୋଲିସର ତତ୍ପରତା: ଡିସିପି କହିଲେ ହ୍ୱାଟ୍ସଆପ୍ ରେ ଜଣାନ୍ତୁ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା । ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ଏହିକ୍ରମରେ ଭୁବନେଶ୍ୱରରେ…

ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ, ବରଂ ସନ୍ତାନ ଜନ୍ମ କରିବା ପାଇଁ: ଜାଣନ୍ତୁ କାହିଁକି ଏଭଳି ଟିପ୍ପଣୀ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ବିବାହ ଏବଂ ସନ୍ତାନର ଲାଳନପାଳନକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଟିପ୍ପଣୀ କରିଛନ୍ତି । ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ବିବାହମାନେ କେବଳ ଶାରୀରିକ ସୁଖ ପାଇଁ ନୁହେଁ ବରଂ ଏହା ମୁଖ୍ୟ ଭାବରେ…

ତୁଚ୍ଛ ପାଲଟିଲା ସଂପର୍କ: ବାପା-ମା’ଙ୍କୁ ପୋଡ଼ି ମାରିବାକୁ ପୁଅର ଉଦ୍ୟମ…

ଭୋଗରାଇ: ସଂପର୍କ ପାଲଟିଲା ହୀନ... ବାପା- ମା'ଙ୍କୁ  ପୋଡ଼ି ମାରିବାକୁ ପୁଅ କଲା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଭୋଗରାଇ ବ୍ଲକ୍ ଗୋଛିଦା ତେଘରି ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ।…

ଅଟୋ ଡ୍ରାଇଭରଙ୍କ ଖୋଲିଲା ଭାଗ୍ୟ: ରାତାରାତି ପାଲଟିଗଲେ କୋଟିପତି

ହିନ୍ଦୀରେ ଏକ ଲୋକକଥା ଅଛି, ‘ଉପରବାଲା ଜଭ ଭି ଦେତାହେ ଛପ୍ପର ଫାଡ୍ କେ ଦେତା ହେ’ । ଆଉ ପ୍ରକୃତରେ ଏହି ଲୋକକଥାଟି ସତ ହୋଇଛି କେରଳର ଜଣେ ଅଟୋ ଡ୍ରାଇଭରଙ୍କ ପାଖରେ । କାରଣ ଏହି ଅଟୋ ଡ୍ରାଇଭର ଜଣଙ୍କ ରାତାରାତି…

୨୫ ବର୍ଷ ପରେ ଚୀନରେ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନରେ ବଡ଼ ହ୍ରାସ: ଭାରତରେ ବଢ଼ିଲା ଦୁଇଗୁଣା ଉତ୍ପାଦନ

ନୂଆଦିଲ୍ଲୀ: ସେମୀକଣ୍ଡକ୍ଟର ଚିପ୍ ର ବ୍ୟବସାୟରେ ଏବେ ଚୀନ୍ ର ଆଧିପତ୍ୟ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି । ଗୋଟିଏ ପଟେ ଯେତେବେଳେ ଚୀନରେ ଚିପ୍ ନିର୍ମାଣ ଦ୍ରୃତ ଭାବରେ ହ୍ରାସ ପାଉଛି ଅନ୍ୟ ପଟେ ଭାରତ ଏବଂ ଆମେରିକା…

ଗୌରହରି ଦାସ ପାଇବେ ଶାରଳା ପୁରସ୍କାର: ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ହେବେ ପୁରସ୍କୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁଖ୍ୟାତ କଥାକାର ତଥା ଗାଳ୍ପିକ ଗୌରହରି ଦାସ ପାଇବେ ଶାରଳା ପୁରସ୍କାର । ୪୩ ତମ ଶାରଳା ପୁରସ୍କାର ପାଇବେ ଡ. ଗୌରହରି ଦାସ । ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ପାଇବେ ।…

Instagram ରେ ବଗ୍ ଖୋଜି ପାଇଲେ ପୁରସ୍କାର: ହ୍ୟାକ୍ ହେବାରୁ ରକ୍ଷା ପାଇଲା କୋଟି କୋଟି ଆକାଉଣ୍ଟ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ ସମସ୍ତଙ୍କର ଅତି ଜରୁରୀ ହୋଇପଡ଼ିଛି । ଲୋକମାନେ ଅନେକ ତଥ୍ୟ ମଧ୍ୟ ଏଥିରେ ସେୟାର କରୁଛନ୍ତି  । ଆଉ ଏମିତିରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହାରି ମଧ୍ୟରେ ଜଣେ…