ମିଶନ ଶକ୍ତି ସଂଯୋଜକଙ୍କୁ ମାଡ଼

ବାଲେଶ୍ୱର,୧୫ ।୧(ଓଡିଶା ଭାସ୍କର): ମିଶନ ଶକ୍ତି ସଂଯୋଜକଙ୍କୁ ନିସ୍ତୁକ ମାଡ କରିଲେ ଏସଏଚଜି ମହିଳା । ପ୍ରକଳ୍ପ ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରିବା ତାଙ୍କୁ ମହଙ୍ଗା ପଡିଛି ଫଳରେ ଆଜି ବସ୍ତା ବ୍ଲକ ଅଫିସ…

ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କଲା ସିବିଆଇ

କୋଲକାତା,୧୫ ।୧: ବହୁଚର୍ଚ୍ଚିତ ରୋଜଭ୍ୟାଲି ମାମଲାରେ ଶୁଭ୍ରା କୁଣ୍ଡୁ ଗିରଫ ହୋଇଛନ୍ତି । କୋଲକାତାରୁ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି ସିବିଆଇ । ତେବେ ରୋଜ ଭ୍ୟାଲି ଗ୍ରୁପ ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ହେଉଛନ୍ତି…

ସ୍ତ୍ରୀଙ୍କ ସହ କରୁଥିଲେ ଲାଇଭ୍ ସେକ୍ସ, ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ, ୧୫ା୧: କଥାରେ ଅର୍ଥ ହିଁ ସମସ୍ତ ଅନର୍ଥ ମୂଳ କାରଣ । ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଅର୍ଥ ଲୋଭରେ ଏପରି ଏକ ଆଶ୍ଚର୍ଯ୍ୟଜନକ କାଣ୍ଡ କରିଛନ୍ତି । ସେ ବିଭିନ୍ନ ଆପ୍ ଜରିଆରେ ସ୍ତ୍ରୀଙ୍କ ସହ ଲାଇଭ ସେକ୍ସ…

ଆସନ୍ତା ୧୯ରେ ପୁଣି କେନ୍ଦ୍ର-କୃଷକ ବୈଠକ

ନୂଆଦିଲ୍ଲୀ, ୧୫ା୧: ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ବୈଠକ ହେବ । ତେବେ ଦିନ ୧୨ଟା ସମୟରେ ବୈଠକ ହେବ ବୋଲି ସୂଚନା ମିଳିଛି । ଚାଷୀ ଆନ୍ଦୋଳନକୁ ୫୧ ଦିନ ବିତିଯାଇଥିଲେ ମଧ୍ୟ ସମାଧାନର…

ଟ୍ରାଫିକ୍ ସିଗନାଲରେ ନୀତା ଅମ୍ବାନୀଙ୍କୁ ପ୍ରପୋଜ କରିଥିଲେ ମୁକେଶ ଅମ୍ବାନୀ, କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀକୁ କିଏ ବା ନଜାଣେ । ବିଶ୍ୱର ଧନୀ ମଧ୍ୟରେ ତାଙ୍କ ନାଁ ସାମିଲ । ସମ୍ପତ୍ତି, ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ୍, ଦାମୀ କାର୍ କଲେକ୍ସନ ଆଦି ଯୋଗୁଁ ମୁକେଶ ଅମ୍ବାନୀ ସର୍ବଦା…

ପ୍ରତି ମାସରେ ଆପଣଙ୍କ ଦରମାରୁ କଟୁଥିବା ୨୫ ଟଙ୍କା ଆପଣଙ୍କୁ କରିପାରେ ଲକ୍ଷପତି, ଜାଣନ୍ତୁ କିପରି

ନୂଆଦିଲ୍ଲୀ, (ଓଡିଶା ଭାସ୍କର): ଆପଣ ଯଦି ଜଣେ ପ୍ରାଇଭେଟ କର୍ମଚାରୀ ହୋଇଥିବେ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । କଣ ଆପଣ ଜାଣନ୍ତି ଆପଣ କାମ କରୁଥିବା କମ୍ପାନୀ ବା ଫ୍ୟାକ୍ଟ୍ରିରୁ ମିଳୁଥିବା ମାସିକ ଦରମାରୁ…