ଆଗକୁ ପରୀକ୍ଷା ହେବ ୫ହଜାର ନମୁନା: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ବାହାରୁ ଆସୁଥିବା ପ୍ରବାସୀ ଅମାନିଆଙ୍କୁ ଚେତାବନୀ ଦିଆଯାଇଛି । କ୍ୱାରେଣ୍ଟିନରେ ନରହିଲେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ କଡ଼ା ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ…

ଏହି ରାଜ୍ୟରେ କାଲିଠାରୁ ଖୋଲିବ ମଦ ଦୋକାନ, ହୋମ୍ ଡେଲିଭରୀ କରିବେ ସରକାର

କରୋନାକୁ ନେଇ ସାରା ଦେଶରେ ମେ ୧୭ ଯାଏଁ ଲକ୍-ଡାଉନ୍ ବୃଦ୍ଧି ହୋଇଛି । ଏହାରି ମଧ୍ୟରେ ଆସନ୍ତାକାଲିଠାରୁ ପଞ୍ଜାବରେ ମଦ ଦୋକାନ ଖୋଲିବ । ଲକ୍-ଡାଉନ୍ ଯୋଗୁଁ ଏଠାରେ ମଦ ଦୋକାନ ବନ୍ଦ ହୋଇଥିଲା । କୁହାଯାଉଛି ଯେ, ସନ୍ଧ୍ୟା…

ଜୁଲାଇ ୧୮ରୁ JEE ମେନ୍

ନୂଆଦିଲ୍ଲୀ, ୫ା୫: କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ପରୀକ୍ଷା ବାତିଲ ମଧ୍ୟ କରାଯାଇଥିଲା । କିନ୍ତୁ ଜୁଲାଇ ୧୮ରୁ JEE ମେନ୍ ପ୍ରବେଶିକା ପରୀକ୍ଷା କରାଯିବ । ଜୁଲାଇ ୧୮ରୁ ୨୩…

ମେ’ରେ ପୃଥିବୀ ଦେଇ ଗତି କରିବ ଧୂମକେତୁ, ଜାଣନ୍ତୁ କେବେ ଓ କେଉଁଠି ଦେଖିବେ?

ନିକଟରେ ଏକ ଧୂମକେତୁ ବା କମେଟ୍ ପୃଥିବୀ ଆଡକୁ ମାଡି ଆସୁଥିଲା, କିନ୍ତୁ ଏହା ପୂର୍ବରୁ ତାହା ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ଏଟଲସ ନାମକ ଏହି ଧୂମକେତୁର ବିଖଣ୍ଡିତ ହେବାର ଫଟୋ ହବଲ ଟେଲିସ୍କୋପ ମଧ୍ୟ ଉଠାଇଛି ।…

ପାକିସ୍ତାନ ଏୟାରଫୋର୍ସ ପ୍ରଥମ ହିନ୍ଦୁ ପାଇଲଟ୍ ହେଲେ ରାହୁଲ ଦେବ

ପାକିସ୍ତାନ ବାୟୁସେନା ଇତିହାସରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ପାଇଲଟ୍ ଭାବେ ଚୟନ ହୋଇଛନ୍ତି । ପାକିସ୍ତାନରେ ହିନ୍ଦୁ ଓ ଅନ୍ୟ ଅଳ୍ପସଂଖ୍ୟାକ ସମ୍ପ୍ରଦାୟକୁ ନେଇ ଭେଦଭାବ ମଧ୍ୟରେ ମିଳିଛି ଖୁସି ଖବର । ରାହୁଲ ଦେବ ନାମକ…

ଓଡ଼ିଶାରେ ଏବେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ମଦ ଦୋକାନ ଖୋଲିବ ନାହିଁ । କୌଣସି ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବ ନାହିଁ । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ସେଠାକାର ସ୍ଥିତି ଉପରେ ସରକାର ନଜର ରଖିଛନ୍ତି…

୪କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୬୦,୧୬୧,୧୬୨ ଓ ୧୬୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୧୬୦ନମ୍ବର ଆକ୍ରାନ୍ତ ଝାରସୁଗୁଡ଼ା ଲଖନପୁରର ୪୦ବର୍ଷିୟ…