ଅଗଷ୍ଟ ୨୮, ଗୁରୁବାର ଦିନ କରନ୍ତୁ ଏହି ଚମତ୍କାର ଉପାୟ, ସବୁ କ୍ଷେତ୍ରରେ ମିଳିବ ସଫଳତା
ଓଡିଶାଭାସ୍କର: ଅଗଷ୍ଟ ୨୮ ତାରିଖ ଗୁରୁବାର ଦିନ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଋଷି ପଞ୍ଚମୀ ପାଳିତ ହୁଏ। ଏହା ସହିତ ଶୁକ୍ଳ ଯୋଗ ଗୁରୁବାର ଦିନ ସକାଳ ୧:୧୮ ପର୍ଯ୍ୟନ୍ତ ରହିବ।
ଚିତ୍ରା ନକ୍ଷତ୍ର ସକାଳ ୮:୪୪…