୨୯ ତାରିଖରେ ବନ୍ଦ ରହିବ ସବୁ ସ୍କୁଲ-କଲେଜ ଏବଂ ବିଶ୍ୱବିଦ୍ୟାଳୟ, ୩ ଦିନ ମଉଜ କରିବେ ପିଲା

ଭୁବନେଶ୍ୱର: ପିଲାଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଲଗାତାର ୩ ଦିନ କରିବେ ମଉଜ । ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ହୋଇଥିଲା । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା…

ଭଣଜା ପ୍ରେମରେ ଉବୁଡୁବୁ 7 ଛୁଆର ମା’: ସ୍ୱାମୀଠୁ 3 ଲକ୍ଷ ଟଙ୍କା ନେଇ ଫେରାର, କହିଲା- “ଛୁଆଙ୍କ ସହ ନାହିଁ କିଛି ସମ୍ପର୍କ”

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାୟବରେଲିର ମହାରାଜଗଞ୍ଜ କୋତୱାଲି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ 7 ସନ୍ତାନର ମାଆ ନିଜ ୨୨ ବର୍ଷୀୟ ଭଣଜା ସହ ଫେରା ହୋଇଯାଇଛି। ପୀଡିତ ସ୍ୱାମୀ ପିଲାମାନଙ୍କ…

୨୪ ଲକ୍ଷ ଟଙ୍କାର କାରରେ ଦେଖାଗଲା ସମସ୍ୟା…ଶାହରୁଖ-ଦୀପିକାଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ବଲିଉଡ୍ କିଙ୍ଗ୍ ଶାହରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ କାର୍ କମ୍ପାନୀର ପ୍ରଚାର କରି ସମସ୍ୟାରେ ପଡ଼ିଛନ୍ତି । ଏହି ମାମଲାରେ, ରାଜସ୍ଥାନର ଭରତପୁରର ବାସିନ୍ଦା କୀର୍ତ୍ତି ସିଂହ ନାମକ ଜଣେ 50…

ସ୍ୱାମୀର ଶବକୁ ୪ ବର୍ଷ କାଳ ଧରିକି ଶୋଇଲା ସ୍ତ୍ରୀ, ପିଲାଙ୍କୁ କହିଲା-କାହାରିକୁ କହିବନି, ନହେଲେ..

ନୂଆଦିଲ୍ଲୀ: ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ଆପଣାର ଲୋକଙ୍କ ବିୟୋଗରେ ମର୍ମାହତ ହୋଇ ମାନସିକ ସନ୍ତୁଳନ ହରାଇ ବସନ୍ତି । ଏଥିସହ ସେମାନେ ତାଙ୍କର ମୃତ୍ୟୁକୁ ସ୍ୱୀକାର କରିପାରନ୍ତିନି । ଏମିତି ଏକ ଘଟଣା…

Railway Jobs 2025: ରେଲୱେରେ ନିଯୁକ୍ତି ସୁଯୋଗ; 3500ରୁ ଅଧିକ ପଦ ଖାଲି, ସିଧାସଳଖ ଲିଙ୍କ ମାଧ୍ୟମରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଖବର। ଦକ୍ଷିଣ ରେଳବାଇ ଅପ୍ରେଟିସ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଦକ୍ଷିଣ ରେଳବାଇର ସରକାରୀ ୱେବସାଇଟ୍…

ମୁଁ ପାକିସ୍ତାନୀ ବ୍ୟାଟସମ୍ୟାନ ନୁହେଁ… କାହିଁକି ଏଭଳି କହିଲେ ଶୁଭମନ ଗିଲ୍, ଭାଇରାଲ ହେଉଛି Video

ନୂଆଦିଲ୍ଲୀ: ହରିସ୍ ରୌଫ୍ ଏସିଆ କପ୍ ପୂର୍ବରୁ ଭାରତୀୟ ଦଳ ବିପକ୍ଷରେ ଦୁଇଟି ମ୍ୟାଚ୍ ଜିତିବା ବିଷୟରେ କହିଛନ୍ତି, ଏହି ବୟାନ ମଧ୍ୟରେ ଶୁଭମନ ଗିଲଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ କହୁଛନ୍ତି ଯେ ମୁଁ…

ବଡ଼ ଅଘଟଣ: ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ; ଚାପି ହୋଇଗଲେ ଶ୍ରଦ୍ଧାଳୁ, 5 ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଜମ୍ମୁ ଓ କାଶ୍ମୀର: ରିଆସି ଜିଲ୍ଲାର ମାତା ବୈଷ୍ଣୋ ଦେବୀ ମାର୍ଗରେ ଅବସ୍ଥିତ ଅର୍ଦ୍ଧକୁୱାରୀରେ ବଡ଼ ଘରଣର ଭୂସ୍ଖଳନ। ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡ ଏହାର ସରକାରୀ X ହ୍ୟାଣ୍ଡେଲରେ ସୂଚନା ଦେଇଛି ଯେ ଏହି ଭୂସ୍ଖଳନ…

ଚିନ୍ମୟ-ଯୁବ, ଈପସିତା-ଛାତ୍ର ବିଜେଡି ସଭାପତି, ନିଯୁକ୍ତି ପ୍ରଦାନ କଲେ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଘୋଷଣା ହେଲା ଛାତ୍ର ବିଜେଡି ସଭାପତିଙ୍କ ନାଁ। ଚିନ୍ମୟ ସାହୁ ବିଜୁ ଜନତା ଦଳର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଏଥିସହ ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ।…

‘ଝିଅଙ୍କୁ ଯୌତୁକରେ ସୁନା-ରୂପା ନ ଦେଇ, କଟୁରୀ-ଖଣ୍ଡା ଦିଅନ୍ତୁ’, ପଞ୍ଚାୟତ ଜାରି କଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଯୌତୁକ ପାଇଁ ନିକିଙ୍କ ହତ୍ୟା ମାମଲା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ବଢିଯାଇଛି। ବାଗପତ ଜିଲ୍ଲାର ମିଟଲି ଗାଁରେ ଏନେଇ ଏକ…

ଟ୍ରମ୍ପଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି ମୋଦୀ….4 ଥର ଫୋନ କଲେଣି ହେଲେ ସେ ଉଠାଉ ନାହାନ୍ତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ସପ୍ତାହ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହେବାକୁ ଅତି କମରେ ଚାରିଥର ଚେଷ୍ଟା କରିଥିଲେ । କିନ୍ତୁ ଜର୍ମାନ…