୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ କାଲି ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେଉଁ କେଉଁ ମନ୍ତ୍ରଣାଳୟ ଏଥିରେ ସାମିଲ ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବର ୨୦୨୪ ଦିନ ୧୦:୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ । ଏହି ଅବସରରେ…

(Video) ଏମିତି ଜୁଗାଡ଼ ଯେ ମୁଣ୍ଡ ଘୂରେଇ ଦେବ! ସିଲେଇ ମେସିନରେ ବନାଇଦେଲେ କଫି, ବଡ଼ ବଡ଼ କମ୍ପାନୀର ସିଇଓ ମଧ୍ୟ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତର ଲୋକଙ୍କୁ ଜୁଗାଡ଼ର ମାଷ୍ଟର କୁହାଯାଏ । ଭାରତରେ ଜୁଗାଡ଼ କରୁଥିବା ଲୋକଙ୍କର ଅଭାବ ନାହିଁ । କିପରି ସୀମିତ ସମ୍ବଳ ଥିବା ଲୋକମାନେ ଦେଶୀ ଜୁଗାଡ଼ ବ୍ୟବହାର କରି ବଡ଼ ବଡ଼ କାର୍ଯ୍ୟ ସହଜରେ କରିଦିଅନ୍ତି,…

ରାୟଗଡ଼ା: କ୍ଲାସରେ ପିଲାଙ୍କ ସହ ବସିଲା ମୟୂର, ଶିକ୍ଷକ ପଚାରିଲେ- ତୁ ବି ପାଠ ପଢିବୁ କି?

ରାୟଗଡ଼ା: ରାୟଗଡ଼ାରୁ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ସ୍କୁଲରେ ଚାଲିଥିବା କ୍ଲାସରେ ଏକ ମୟୂର ପଶିଥାଏ। ଏହି ସମୟରେ ଶିକ୍ଷୟିତ୍ରୀ ତାଙ୍କୁ ପଚାରିଛନ୍ତି କି ତୁ ବି ପାଠ ପଢିବୁ…

ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ସୋ- କଜ୍ ନୋଟିସ୍ ଜାରି, ଆସନ୍ତାକାଲି ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୂର୍ବତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍ । କମିଶନ ଥିବା ସମୟରେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିବା ଅଭିଯୋଗ ରହିଛି । ଏନେଇ ରାଜ୍ୟ ମହିଳା ଶିଶୁ…

ରାଜନୀତି ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ନେଇ ଏପରି କହିଲେ ବିଜୟ; ‘କ୍ୟାରିୟରର ସର୍ବୋଚ୍ଚ ନିଷ୍ପତ୍ତି ନେଇଥିଲି’

ମୁମ୍ୱାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପଥି ବିଜୟ ନିଜର ଦମଦାର ଫିଲ୍ମ ପାଇଁ ଜଣାଶୁଣା। ଫିଲ୍ମ ବ୍ୟତୀତ ଥାଲାପଥି ବିଜୟ ଏବେ ରାଜନୀତିରେ ମଧ୍ୟ ନିଜର ଷ୍ଟାଇଲ ଦେଖାଇବାପାଇଁ ପୂରା ପ୍ରସ୍ତୁତ ଅଛନ୍ତି।…

ଧନତେରାସ୍ ପୂର୍ବରୁ ସୁନା ଦରରେ ବଡ଼ ପରିବର୍ତ୍ତନ: ଭୁବନେଶ୍ୱର ସମେତ ଦେଶର ୧୨ଟି ବଡ଼ ସହରର ରେଟ୍ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାର ଏହି ଅବସରରେ ଅଳଙ୍କାର ବଜାରରେ ଏକ ବଡ଼ ଧରଣର ହଲଚଲ୍ ଆରମ୍ଭ ହୋଇଯାଇଛି । ନିକଟରେ ସୁନା ଓ ରୁପା ଦାମରେ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଆଜି…

ହାୱାର୍ଡ଼ ବିଶ୍ୱବିଦ୍ୟାଳୟ ଡ୍ରପ୍ ଆଉଟ୍‌…ମାତ୍ର ୧୩ ବର୍ଷ ବୟସରେ ପ୍ରସ୍ତୁତ କରିଥିଲେ ପ୍ରଥମ ସଫ୍ଟୱେୟାର ପ୍ରୋଗ୍ରାମ

ଓଡ଼ିଶା ଭାସ୍କର: ଦୁନିଆର ଜଣେ ଧନୀ ବ୍ୟକ୍ତି ଭାବରେ ସେ ବେଶ ଜଣାଶୁଣା । ଜଣେ ସଫଳ ବ୍ୟବସାୟୀ ସହ ଉଦାର ହୃଦୟର ବ୍ୟକ୍ତିତ୍ୱର ଅଧିକାରୀ । ଯୁବା ବୟସରେ ବୈଷୟିକ କ୍ଷେତ୍ରରେ ବିପ୍ଳବ ଆଣିଥିବା ହେଉଛନ୍ତି ହାୱାର୍ଡ଼…

(Video) ଜାତୀୟ ପକ୍ଷୀ ପ୍ରତି ଏ କି ଅସମ୍ମାନ! ମୃତ ମୟୂରର ଶରୀରରୁ ପର ସବୁ କାଢ଼ି ଘରକୁ ନେଇଗଲେ ସ୍ୱାର୍ଥପର ମଣିଷ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ନିନ୍ଦନୀୟ ଘଟଣା ଘଟିଥାଏ, ଯାହାକୁ ଦେଖିଲେ ମଣିଷ ଉପରୁ ଭରସା ତୁଟି ଯାଇଥାଏ । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ ତା’ର ଏକ ବଡ଼ ପ୍ରମାଣ…

BIG BREAKING…ହାଇଦ୍ରାବାଦରେ ଜାରି ହେଲା ୧୪୪ ଧାରା; ଏକ ମାସ ପାଇଁ ବିକ୍ଷୋଭ ଉପରେ ଲାଗିଲା କଟକଣା

ହାଇଦ୍ରାବାଦ: ହାଇଦ୍ରାବାଦ ସହରରେ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି। ହାଇଦ୍ରାବାଦ ପୋଲିସ ନଭେମ୍ବର ୨୮ ପର୍ଯ୍ୟନ୍ତ କୌଣସି ପ୍ରକାର ଶୋଭାଯାତ୍ରା, ଧାରଣା ଏବଂ ସାଧାରଣ ସଭା ଉପରେ ପ୍ରତିବନ୍ଧକ ଲଗାଇଛି।…

ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇବେ ୧୦ ହଜାର ସିଭିଲ ଡିଫେନ୍ସ ଭଲିଣ୍ଟିୟର, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିନକୁ ଦିନ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଫଳରେ ଦିଲ୍ଲୀବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆତିଶୀ ବଡ଼…