(video) କ୍ରିକେଟ୍ ଓ ଦେଶରୁ ବୋହୁତ ଦୂରରେ, ବିଦେଶରେ ସ୍ତ୍ରୀ ସହ ରୋମାନ୍ସ କରୁଛନ୍ତି କୋହଲି
ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦେଶର ସବୁଠାରୁ ଚର୍ଚ୍ଚିତ ଦମ୍ପତିମାନଙ୍କ ମଧ୍ୟରୁ ଜଣେ। ପ୍ରଶଂସକମାନେ ପ୍ରାୟତଃ ଏହି ସେଲିବ୍ରିଟି ଦମ୍ପତିଙ୍କୁ ସବୁବେଳେ ଖୋଜିଥାନ୍ତି।
ଅନୁଷ୍କା ୭ ବର୍ଷରୁ ଅଧିକ…