(Video) ମାରୁତିର 300 ନୂଆ କାର ବୁଡ଼ିଗଲା, ପ୍ରବଳ ବର୍ଷା ଯୋଗୁଁ ଷ୍ଟକୱାର୍ଡରେ ପଶିଗଲା ପାଣି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଦିନକୁ ଦିନ ପ୍ରବଳ ବର୍ଷା ଏକ ସମସ୍ୟା ପାଲଟିଛି। ଦିଲ୍ଲୀ-ଏନସିଆର ବ୍ୟତୀତ ହରିୟାଣାର ବାହାଦୂରଗଡର ଗୁରୁଗ୍ରାମ, ଫରିଦାବାଦରେ ବନ୍ୟାପରିସ୍ଥିତିଦେଖିବାକୁମିଳିଛି। ବାହାଦୂରଗଡରେ ବନ୍ୟା ଯୋଗୁଁ ପରିସ୍ଥିତି…