ପାହାଡ ଉପରୁ ମିଲିଲା ‘ସାମୁଦ୍ରିକ ରାକ୍ଷସ’ ଅସ୍ତି; ବଡ ଖୁଲାସା କଲେ ବୈଜ୍ଞାନିକ
ନୂଆଦିଲ୍ଲୀ: ଦୁନିଆ ବିଷୟରେ ଅନେକ କିଛି କଥା ଜାଣିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିଥାନ୍ତି । ଫଳରେ ସେମାନେ ଦୁନିଆକୁ କିଛି ନା କିଛି ନୂଆ ତଥ୍ୟ ଦିଅନ୍ତି । ତେବେ ଏହାରି ମଧ୍ୟରେ ନିକଟରେ…