ଭାଇ ଅନିଲ ଅମ୍ବାନୀଙ୍କ ଦେବାଳିଆ କମ୍ପାନୀକୁ କିଣିବେ ମୁକେଶ ଅମ୍ବାନୀ, ମିଳିଲା ଅନୁମତି

ମୁମ୍ବାଇ: ଜାତୀୟ କମ୍ପାନୀ ଲ ଟ୍ରିବୁନାଲ(ଏନସିଏଲଟି) ରିଲାଏନ୍ସ ଇନ୍‌ଫ୍ରାଟେଲ୍‌(ଆରଆଇଟିଏଲ)କୁ ଅଧିଗ୍ରହଣ କରିବାକୁ ରିଲାଏନ୍ସ ଜିୟୋକୁ ଅନୁମତି ଦେଇଛନ୍ତି। ଏନସିଏଲଟି ଜିୟୋକୁ ଆରକଁମ୍ ଟାୱାର୍ ଏବଂ ଫାଇବାର ସମ୍ପତିକୁ…

ବାହାଘର ଅଛି, କିନ୍ତୁ ପାଖରେ ଟଙ୍କା ନାହିଁ କି ? ଏପରି ହିସାବରେ କରନ୍ତୁ ଯୋଗାଡ଼

ବିବାହ ଋତୁ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଦେଶରେ ଲକ୍ଷ ଲକ୍ଷ ବାହାଘର ହେବାକୁ ଯାଉଛି । ଭାରତରେ ବାହାଘରକୁ ଏକ ବଡ଼ ପରମ୍ପରା ଭାବେ ଦେଖାଯାଏ ଓ ଯୁବକ-ଯୁବତୀଙ୍କ ବାହାଘର ଖୁବ୍ ଧୁମଧାମରେ କରାଯାଏ । ବାହାଘରରେ…

ଫିଫା ବିଶ୍ୱକପ୍: ଆମକୁ ବିୟର ଦରକାର, ଷ୍ଟାଡିୟମରେ ବସିଥିବା ଦର୍ଶକ ଦାବିରେ ଗୁଞ୍ଜି ଉଠିଲା ବିଶ୍ୱକପ୍

ନୂଆଦିଲ୍ଲୀ: ଆଗାମୀ କିଛି ଦିନ ଫୁଟବଲ ପ୍ରେମୀଙ୍କ ପାଇଁ ଜବରଦସ୍ତ ହେବାକୁ ଯାଉଛି କାରଣ ଖେଳର ସବୁଠାରୁ ବଡ ଟୁର୍ନାମେଣ୍ଟ କୁହାଯାଉଥିବା ଫୁଟବଲ ବିଶ୍ୱକପ କତାରରେ ଆରମ୍ଭ ହୋଇଛି। ଏହି ବିଶ୍ୱକପ୍‌ର ମ୍ୟାଚ୍ ଏବଂ…

(Video): ଗୋଟିଏ ଧକ୍କାରେ ଭରିଲାନି ମନ, ବାଟରେ ଯାଉଥିବା ବ୍ୟକ୍ତିଙ୍କୁ ବାରମ୍ବାର ଧକ୍କା ଦେଲେ ଯୁବତୀ

ନୂଆଦିଲ୍ଲୀ: ସ୍କୁଟି ବହୁତ ହାଲୁକା ହୋଇଥିବାରୁ ଯୁବତୀମାନେ ଏହାକୁ ବ୍ୟବହାର କରିବା ଅତି ସହଜ ହୋଇଥାଏ । ତେବେ ସ୍କୁଟି ଚଳାଇବା ସମୟରେ ଅଧିକାଂଶ ଯୁବତୀ ସ୍କୁଟିରୁ ତଳେ ପଡ଼ି ଯାଉଥିବା ଭିଡିଓ ଅନେକ ଥର ସାମ୍ନାକୁ ଆସିଛି…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଯାହାକୁ ଶୁଣି ଖୁସିରେ ନାଚି ଉଠିବେ ଆପଣ

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମକୁ ନେଇ ଚିନ୍ତାରେ ଥିବା ଲୋକମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମକୁ ନେଇ ବଡ଼ ଘୋଷଣା କରିଛନ୍ତି,…

ମେଗାଷ୍ଟାର ଚିରଞ୍ଜିବୀଙ୍କୁ ୫୩ତମ ଆଇଏଫଏଫଆଇ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର

୨୦୨୨ ବର୍ଷ ପାଇଁ ୫୩ତମ ଆଇଏଫଏଫଆଇ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଅଭିନେତା-ନିର୍ମାତା ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲାଙ୍କୁ ସମ୍ମାନିତ କରାଯିବ। ଆଜି ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର…

ବ୍ରହ୍ମପୁର ରାଗିଂ ମାମଲା: ୯ ଛାତ୍ରଙ୍କୁ ନିଲମ୍ବିତ କଲେ କର୍ତ୍ତୁପକ୍ଷ

ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ ଘଟଣା ନିଆଯାଇଛି ବଡ଼ ପଦକ୍ଷେପ । ଏହି ମାମଲାରେ ୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିଛନ୍ତି କର୍ତ୍ତୃପକ୍ଷ । ତଦନ୍ତ ରିପୋର୍ଟ ଆସିବା…

Video: ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ, ପଡିଆରେ ହେଲା ଛକ୍କା ଓ ଚୌକାର ବର୍ଷା

ନୂଆଦିଲ୍ଲୀ: ତାମିଲନାଡୁର ତାରକା ବ୍ୟାଟ୍ସମ୍ୟାନ୍ ଏନ ଜଗଦୀସନ ବିଜୟ ହଜାର ଟ୍ରଫିରେ ୨୭୭ ରନର ଧମାକାଦାର ପାଳି ଖେଳି ନିଜ ନାଁରେ ବଡ଼ ରେକର୍ଡ କରିଛନ୍ତି । ଜଗଦୀସନ ଏହି ପାଳିରେ ୧୪୧ ବଲ୍‌ର ସାମ୍ନା କରି ୨୫ ଚୌକା ଏବଂ…

ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୩୦ ନଭେମ୍ବର ଭିତରେ କରନ୍ତୁ ଆବେଦନ  

ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସି ଖବର । ଆଇଟିଆଇ ପାସ୍‌ କରିଥିବା ଓଡିଶା ଯୁବପିଢିମାନେ ଏଥିରେ ଲାଭବାନ ହେବେ । ସେଲ୍‌ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଖାଲିପଡିଛି ଅପାରଣ୍ଟିସ ପଦବୀ।…

ଶୀତଦିନେ ଫୁଲ କୋବି ଖାଇଲେ କ’ଣ ଲାଭ ହୁଏ, ଏହା ହେଉଛି ତାର ତାଲିକା

ଶୀତ ଦିନ ଆସିବା ମାତ୍ରେ ପନିପରିବାରେ ଭରିଉଠେ ଧରଣୀ । ସାଧାରଣତଃ ଶୀତଦିନେ ପ୍ରତ୍ୟେକଙ୍କ ଘରେ ଫୁଲକୋବି ଦେଖିବାକୁ ମିଳିଥାଏ । ତେବେ ଏହା ଏମିତି ଏକ ପରିବା ଯାହାକୁ ଆପଣ ବିଭିନ୍ନ ଉପାୟରେ ତିଆରି କରି ଖାଇପାରିବେ ।…