ଏବେ ଆହୁରି ମଜାଦାର ହେବ WhatsAppରେ ଚାଟିଂ, ଆସିଲା ନୂଆ ଅବତାର ଫିଚର

ନୂଆଦିଲ୍ଲୀ: ୟୁଜର୍ସମାନଙ୍କୁ ସବୁ ସମୟରେ ନୂଆ ନୂଆ ଅନୁଭବ ଦେବାକୁ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ହ୍ୱାଟ୍ସଆପ୍ ଚେଷ୍ଟା ଜାରି ରଖିଛି । ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ବୁଧବାର ହ୍ୱାଟ୍ସଆପ୍ ପାଇଁ ଏକ…

ସେୟାର ମାର୍କେଟ୍ ସମୟରେ ହେଲା ପରିବର୍ତ୍ତନ: ଏବେ ଦେଢ଼ ଘଣ୍ଟା ଅଧିକ ଚାଲିବ କାରବାର

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ସେୟାର ମାର୍କେଟ୍ କାରବାର ବୃଦ୍ଧି ହେବା ନେଇ ଘୋଷଣା କରିଛନ୍ତି। ଏବେ ବଜାରରେ କରୋନା ପୁର୍ବଭଳି କାରବାର ହେବ। ଆରବିଆଇର ଏହି ନିଷ୍ପତି ଆଗାମୀ ସପ୍ତାହ ଅର୍ଥାତ୍…

ବିବାହରେ କାହିଁକି ଲଗାଯାଏ ମେହେନ୍ଦୀ ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ପୁଣି ଆରମ୍ଭ ହୋଇଗଲାଣି ବିବାହ ଋତୁ । କୌଣସି ବାହାଘର ପୂର୍ବରୁ ବର ଓ କନ୍ୟାଙ୍କ ହାତରେ ମେହେନ୍ଦୀ ଲଗାଯାଇଥାଏ । ହିନ୍ଦୁ ଧର୍ମ ହେଉ ବା ମୁସଲିମ, ସମସ୍ତ ବାହାଘରେ ବର-କନ୍ୟାଙ୍କ ହାତରେ ମେହେନ୍ଦୀ ଲାଗିଥାଏ ।…

ଇଭିଏମ ମେସିନ ଅଦଳବଦଳକୁ ନେଇ ଅଭିଯୋଗ ଆଣିଲେ ପ୍ରଦୀପ କହିଲେ ଯଥା ଶୀଘ୍ର

ବରଗଡ:ପଦ୍ମପୁର ଉପିନିର୍ବାଚନ ଫଳ ଆସନ୍ତା କାଲି ପ୍ରକାଶ ପାଇବାକୁ ଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବଡଧରଣର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଇଭିଏମ ମେସିନ ଅଦଳବଦଳ କରାଯାଇଛି । ତେବେ ଏହି…

କାଲି ପଦ୍ମପୁର ଫଳାଫଳ:ବିଜୟର ଟୀକା ପିନ୍ଧି ଗାଁ ବାସୀଙ୍କ ଦୁଃଖ ଦୂର କରିବେ କି ପଦ୍ମପୁରର ଟୁକେଲ?

ଭୁବନେଶ୍ୱର:ବିଜେଡି ବିଧାୟକ ବିଜୟ ସିଂ ବରିହାଙ୍କ ଅକାଳ ବିୟୋଗ ପରେ ପଦ୍ମପୁରରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଲା । ଉପନିର୍ବାଚନ ହାତେଇବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସେମାନଙ୍କ…

ଫ୍ରୁଡସ୍ ରେ ଲୁଣ ପକାଇବା ଦ୍ଵାରା ଶରୀରକୁ ପହଞ୍ଚେ କ୍ଷତି: ଭୋଗିପାରନ୍ତି ଏହି ପରିଣାମ

ଶରୀର ପାଇଁ ଫଳ ଅତ୍ୟନ୍ତ ଲାଭଦାୟକ ବୋଲି ତ ସମସ୍ତେ ଜାଣନ୍ତି । ଲୋକ ବିଭିନ୍ନ ଉପାୟରେ ଫଳ ଖାଇବାକୁ ପସନ୍ଦ କରନ୍ତି। କେତେକ ଲୁଣ ମିଶାଇ ଫଳଗୁଡିକ ଖାଆନ୍ତି ତ ଆଉ କେତେକ ଜୁସ୍ ତିଆରି କରି ପିଇବାକୁ ପସନ୍ଦ କରନ୍ତି।…

ଆତଙ୍କ ସୃଷ୍ଟି କଲେ ‘ଘାଇଲା ସିଂହ’ ରୋହିତ ଶର୍ମା: ୫ ଛକା ଓ ୩ ଚୌକା ମାରି ଜିତିଲେ ସମସ୍ତଙ୍କ ହୃଦୟ

ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ମଧ୍ୟ ପରାଜୟର ସାମ୍ନା କରିଛି । ଯଦିଓ ଏହି ମ୍ୟାଚ୍‌ରେ ଭାରତ ହାରି ଯାଇଛି, କିନ୍ତୁ ଅଧିନାୟକ ରୋହିତ ଶର୍ମା…

ଦଳ ବିରୋଧୀ କାମ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ଜଣ ନେତାଙ୍କୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ନିର୍ବାଚନୀ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେଇଛି ବଡ଼ ପଦକ୍ଷେପ । ଦଳର ୩୦ ଜଣ ନେତାଙ୍କୁ ବହିଷ୍କାର କରିଛି କଂଗ୍ରେସ । ଦଳ ବିରୋଧି କାର୍ଯ୍ୟଂକଳାପରେ ସାମିଲ ଥିବାରୁ…

Ind Vs Ban 2nd ODI: ପୁଣି ପାଣି ପିଆଇଲା ବାଂଲାଦେଶ, ରୋମାଞ୍ଚକର ମୁକାବିଲାରେ ୫ରନ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ: ଢାକାରେ ଚାଲିଥିବା ରୋମାଞ୍ଚକର ଦ୍ୱିତୀୟ ଦିନିକିଆରେ ଭାରତକୁ ୫ ରନ୍‌ରେ ହରାଇଛି ବାଂଲାଦେଶ। ଏହା ସହିତ ଘରୋଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ରୋମାଞ୍ଚକର…

ପ୍ରେମ ଆଗରେ ପର ହେଲେ ଜନ୍ମକଲା ବାପା ମାଆ, ମା’ କୁ ଠେଲି ଦେଇ ପ୍ରେମିକ ପାଖକୁ ଦୌଡ଼ିଗଲା ଝିଅ…

ଗଞ୍ଜାମ: ପ୍ରେମ ଆଗରେ ପର ହେଲେ ଜନ୍ମକଲା ବାପା ମାଆ। ଆଉ ପ୍ରେମ ଆଗରେ ଛୋଟ ହୋଇଗଲା ବାପା ମାଆଙ୍କର ସମସ୍ତ ଭଲ ପାଇବା ଓ ସ୍ନେହ ଆଦର। ଶେଷରେ ଦୁନିଆ ଆଗରେ ମା'କୁ ଲାତ ମାରି ପ୍ରେମିକ ସାଙ୍ଗରେ ଚାଲିଗଲା ଝିଅ। ଏଭଳି…