ହାତ ଛାଡି ପଦ୍ମ ଧରିଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ,କହିଲେ..

ବରଗଡ଼:ବଢୁଛି ବିଜେପିର ଦବଦବା। ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ। ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ଆଜି ପଦ୍ମ ଧରିଛନ୍ତି।…

ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ: ଜାଣନ୍ତୁ ସମୟ ଓ ଟିକେଟ୍ ସମ୍ବନ୍ଧୀୟ ସୂଚନା

ନୂଆଦିଲ୍ଲୀ: ଆଜିଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଉଛି ରାଷ୍ଟ୍ରପତି ଭବନ । ସପ୍ତାହରେ ପାଞ୍ଚ ଦିନ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ରାଷ୍ଟ୍ରପତି ଭବନର ଏକ ସରକାରୀ ବିଜ୍ଞପ୍ତି ଅନୁସାରେ, ସାଧାରଣ ଜନତା…

୫୦ହଜାର ଦରମା ପାଉଥିବା ଲୋକଙ୍କୁ କେତେ ଦେବାକୁ ପଡ଼ିବ ଇନକମ ଟ୍ୟାକ୍ସ?

ନିଜ ରୋଜଗାର ଟଙ୍କାରୁ ଇନକମ ଟ୍ୟାକ୍ସ ସମସ୍ତଙ୍କୁ ଭରିବାକୁ ପଡିଥାଏ । ଏହା ହେଉଛି ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ନାଗରିକ ଦେଉଥିବା ଟାକ୍ସ ଟଙ୍କାରେ ସରକାର ବିଦ୍ୟାଳୟ, ସଡ଼କ ଏବଂ ବିଭିନ୍ନ ପ୍ରକାର ସୁବିଧା…

ପଦ୍ମପୁର ଉପ ନିର୍ବାଚନରେ କମ୍ପୁଛି ଧର୍ମେନ୍ଦ୍ରଙ୍କ ସ୍ଵର , ୨୦୨୪ ନିର୍ବାଚନ ପାଇଁ ଫିଟିବ କି ଦ୍ୱାର !

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନକୁ ଆଉ ବାକି ରହିଲା ଆଉ ମାତ୍ର ୪ ଦିନ। ଚରମରେ ପହଞ୍ଚିଛି ନିର୍ବାଚନୀ ପ୍ରଚାର ଏବଂ ରାଲି। ନେତାଙ୍କୁ ଫୁରସତ୍ ବି ନାହିଁ। ବିଜେଡି ଏବଂ ବିଜେପି ପରସ୍ପରକୁ ଚେକ୍ ଦେବା ପାଇଁ କୌଣସି…

ଲକ୍ଅପ୍ ଭିତରେ ଚାଲିଥିଲା ମଦ ପାର୍ଟି , ଭିଡିଓ ଭାଇରଲ ପରେ ଗିରଫ ହେଲେ କନଷ୍ଟେବଳ

ପାଲିଗଞ୍ଜ :ବିହାର ଏକ ଏଭଳି ଯାଗା ଯେଉଁଠାରେ ମଦକୁ ନେଇ କଠୋରଆଇନ ଗଢ଼ାଯାଇଛି । କିନ୍ତୁ ଏହା ଭିତରେ ବିହାର ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଯେଉଁଠାରେ ଶକ୍ତ ଆଇନ କଥା…

ବକ୍ସ ଅଫିସରେ ଜାରୀ ରହିଛି ଦୃଶ୍ୟମ୍-୨ର ଧମାଲ; ଦୁଇ ସପ୍ତାହରେ ରୋଜଗାର କରିଛି ଏତିକି କୋଟି…

ମୁମ୍ବାଇ: ଲକଡାଉନ୍ ପରଠାରୁ ସବୁ କ୍ଷେତ୍ରରେ ମାନ୍ଦାବସ୍ତା ଦେଖାଦେଇଛି । କିନ୍ତୁ ଖାସ କରି ସିନେମା କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ତେବେ ୨୦୧୯ ପରେ ଅନେକ ଫିଲ୍ମ ରିଲିଜ ହେଉଥିଲେ ମଧ୍ୟ କିଛି…

ଲାଇଗରକୁ ନେଇ ଫସିଲେ ଦେବରକୋଣ୍ଡା, ଦୀର୍ଘ ୧୨ ଘଣ୍ଟା ଧରି ଜେରା କଲା ଇଡି

ହାଇଦ୍ରାବାଦ: ଲାଇଗର ଫିଲ୍ମକୁ ନେଇ ଅଡୁଆରେ ଅଭିନେତା ବିଜୟ ଦେବରକୋଣ୍ଡା। ମନି ଲଣ୍ଡ୍ରିଂ ମାମଲାରେ ବୁଧବାର ତାଙ୍କୁ ପଚରା ଉଚୁରା କରିଛି। ଇଡି ତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିବା ପରେ ହିଁ ଛାଡିଛି। ତଦନ୍ତରେ…

ଜଣେ ନୁହେଁ କି ଦୁଇଜଣ ନୁହେଁ ୬ଜଣ ଯୁବତୀଙ୍କୁ ବିବାହ କରିଥିଲେ, ଶେଷରେ ଏମିତି ପଡିଲେ ଧରା

ବିହାର: ଦୁନିଆରେ ଏପରି ଲୋକ ଅଛନ୍ତି ଯିଏ ଭୁଲ କାମ କରି ଧରା ପଡି ଦଣ୍ଡିତ ହେଉଛନ୍ତି । ହେଲେ କିଛି ଲୋକ ଏମିତି ଅଛନ୍ତି ଯିଏ ଜଘନ୍ୟ କାଣ୍ଡ କରି ମଧ୍ୟ ଧରି ପଡୁନାହାନ୍ତି । ଏପରି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି…

ମୃତ୍ୟୁ ପରେ ବି ଜୀବନ ଫେରି ପାଇବ ମଣିଷ, ବୈଜ୍ଞାନିକ ମାନେ ବାହାର କଲେ ନୂଆ ପଦ୍ଧତି

ମଣିଷର ଯେତେବେଳେ ଆୟୁଷ ପୁରି ଯାଏ, ସେତେବେଳେ ସେ ମୃତ୍ୟୁ ବରଣ କରିଥାଏ । ହେଲେ ଏବେ ବୈଜ୍ଞାନିକ ମାନେ ଏଭଳି ପରୀକ୍ଷଣ ଚଲାଇଛନ୍ତି ଯେ, ମୃତ୍ୟୁ ପରେ ବି ମଣିଷ ନୂଆ ଜୀବନ ପାଇପାରିବ । ପୁଣି ହସିବେ, ବୁଲିବେ, ଖେଳିବେ…

ମହିଳା ଖଣ୍ଡପୀଠ ଆଜି କରିବେ ମାମଲାର ଶୁଣାଣି, ସୁପ୍ରିମକୋର୍ଟ ଇତିହାସରେ ତୃତୀୟ ଥର ହେବ ଏମିତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଇତିହାସରେ ତୃତୀୟ ଥର ଏକ ମହିଳା ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ବୁଧବାର ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ…