ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଗାଡି ଯାଞ୍ଚ; ପଦ୍ମପୁର ପ୍ରଚାର ପାଇଁ ଯିବା ସମୟରେ…
ଭୁବନେଶ୍ୱର: ଆଉ କିଛି ଦିନପରେ ଆରମ୍ଭ ହେବ ପଦ୍ମପୁର ଉପ ନିର୍ବାଚନ । ଯାହାକୁ ନେଇ ବର୍ତ୍ତମାନ ରାଜନୀତିକ ପାଣିପାଗ ସରଗରମ ରହିଛି । ତିନି ଦଳର ହେବି ୱେଟ୍ ନେତାମାନେ ପ୍ରଚାର ମୈଦାନକୁ ଓହ୍ଲାଇଥିବା ସହ ନିଜ ଦଳକୁ…