ବ୍ରେକଅପ୍ ପରେ ପ୍ରତ୍ୟେକ ଝିଅ ଏହି ୫ ଟି କାମ କରନ୍ତି, ଆପଣ ଏମିତି କରୁ ନାହାଁନ୍ତି ତ ?
ଓଡ଼ିଶା ଭାସ୍କର: ଫିଲ୍ମରେ ଯେପରି ଝିଅମାନେ ବ୍ରେକ୍ ଅପ୍ ପରେ ହୃଦୟରେ ପଥର ରଖି ମେକ୍ ଅପ୍ କରି ଗୀତ ଗାଆନ୍ତି, ବାସ୍ତବ ଜୀବନରେ ସେପରି କିଛି ହୋଇନଥାଏ। ଝିଅମାନଙ୍କ ପାଇଁ ବ୍ରୋକ୍ ଅପ୍ରୁ ବାହାରିବା ଏତେଟା ସହଜ ହୋଇ…