ଅଜା ହେଲେ ଶିଳ୍ପପତି ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନ ଜନ୍ମ ଦେଲେ ଝିଅ ଇଶା
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀ ଅଜା ହୋଇଛନ୍ତି। ତେବେ ଏହି ଖୁସି ତାଙ୍କ ପାଇଁ ଦ୍ଵିଗୁଣିତ ହୋଇ ଆସିଛି, କାରଣ ତାଙ୍କ ଝିଅ ଇଶା ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ଦ୍ୱାରା…