ରାଜଧାନୀ, ଶତାବ୍ଦୀ ଓ ଦୁରୋନ୍ତୋ ଭଳି ପ୍ରିମିୟମ ଟ୍ରେନର କମିବ ଭଡ଼ା! ରେଳମନ୍ତ୍ରୀ ଦେଲେ ବଡ଼ ସୂଚନା
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ସରକାର ଏବେ ଯାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି । କରୋନା କାଳ ପରେ ରେଲୱେ କିଛି ପରିବର୍ତ୍ତନ କରିଛି ।…