Breaking News ଧାମନଗର ଉପନିର୍ବାଚନ: ଫଳାଫଳକୁ ନେଇ କେଉଁ ଦଳର ନେତା କ’ଣ କହିଲେ Manas Pradhan Nov 6, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଘଟିଛି ଅନ୍ତ । ଧାମନଗର ଉପନିର୍ବାଚନରେ ବିଜୟର ବାନା ଉଡ଼ାଇଛି ବିଜେପି । ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ଲାଗିଛି ରୋକ । ରାଜ୍ୟ ବିଧାନସଭାର ପୂର୍ବତନ ବିରୋଧୀ ଦଳ…
Featured ଏହି ଲୋକମାନଙ୍କୁ ମିଳିବନି PM Kisaanର ୧୩ତମ କିସ୍ତି: ସରକାରଙ୍କ ତରଫରୁ ଆସିଲା ଏମିତି ନିଷ୍ପତ୍ତି… Abinash Kumar Dhal Nov 6, 2022 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଦ୍ୱାଦଶ କିସ୍ତି ପ୍ରାୟ ସମସ୍ତ ଆକାଉଣ୍ଟରେ ଡିପୋଜିଟ ହୋଇସାରିଛି । ଏବେ ୧୩ତମ କିସ୍ତିକୁ ଅପେକ୍ଷା କରିଛନ୍ତି କୋଟି କୋଟି ହିତାଧିକାରୀ । କିନ୍ତୁ ଏହା…
Breaking News T-20ରେ ସୂର୍ଯ୍ୟକୁମାରଙ୍କ କୀର୍ତ୍ତିମାନ: ଏକ ହଜାର ରନ୍ ସଂଗ୍ରହ କରିବାରେ ପ୍ରଥମ ଖେଳାଳି Manas Pradhan Nov 6, 2022 ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ସେମିଫାଇନାଲକୁ ପ୍ରବେଶ କରିସାରିଛି । ଏହି ଅବସରରେ ପୁଣି ଜଣେ ଭାରତୀୟ ଖେଳାଳି ନିଜ ନାମରେ ରଚିଛନ୍ତି ଏକ ନୂଆ ରେକର୍ଡ । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ…
Featured ଡେଙ୍ଗୁ ବ୍ୟତୀତ ଏହି ରୋଗ ହେଲେ ଶରୀରରେ କମିଥାଏ ପ୍ଲେଟଲେଟ୍ କାଉଁଣ୍ଟ; ଭୁଲରେ କରନ୍ତୁ ନାହିଁ ଅଣଦେଖା Abinash Kumar Dhal Nov 6, 2022 ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ମୌସୁମୀ ପରିବର୍ତ୍ତନ କାରଣରୁ ଆମକୁ ଅନେକ ପ୍ରକାର ରୋଗ ହୋଇଥାଏ । ଯାହାଫଳରେ ଆମ ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ଖାସକରି ମୌସୁମୀ ପରିବର୍ତ୍ତନ ସମୟରେ ଡେଙ୍ଗୁ ଏବଂ…
Top Stories Record Clapping: ଥରେ କି ଦୁଇ ଥର ନୁହେଁ ଗୋଟିଏ ମିନିଟରେ ଏତିକି ଥର ତାଳି ମାରି ଯୁବକ ରଚିଲେ ଗିନିଜ ରେକର୍ଡ Abinash Kumar Dhal Nov 6, 2022 ନୂଆଦିଲ୍ଲୀ: ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାର କାର୍ଯ୍ୟ କରି ଚର୍ଚ୍ଚାକୁ ଆସୁଛନ୍ତି । ଏପରି ଅନେକ ଲୋକ ଅନେକ ରେକର୍ଡ ମଧ୍ୟ ସୃଷ୍ଟି କରିଥାନ୍ତି । କିଏ ଖେଳରେ ନିଜର ପାରଦର୍ଶିତା ଦେଖାଇ ଦୁନିଆରେ ରେକର୍ଡ ସୃଷ୍ଟି…
Astrology ଭାରତର କେଉଁ କେଉଁ ସ୍ଥାନରେ ଦେଖିବାକୁ ମିଳିବ ଚନ୍ଦ୍ରଗ୍ରହଣ? ଜାଣନ୍ତୁ ସମୟ ଏବଂ ସତର୍କବାଣୀ Abinash Kumar Dhal Nov 6, 2022 ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୮ ତାରିଖରେ ଦେଖିବାକୁ ମିଳିବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଭାରତରେ ଏହା ଦେଖାଯିବା ସହିତ ଏହାର ପ୍ରଭାବ ମଧ୍ୟ ଦେଶ ଉପରେ ପଡିବ । ତେଣୁ ଏହି ଗ୍ରହଣ ସମୟରେ ସତର୍କ ରହିବା ପାଇଁ କହିଛି…
Breaking News ଧାମନଗର ମହାମୁକାବିଲାରେ ବାଜି ମାରିଲା ବିଜେପି;ଭାଙ୍ଗିଲା ବିଜେଡିର ଉପନିର୍ବାଚନ ଜିତିବା ଟ୍ରେଣ୍ଡ Abinash Kumar Dhal Nov 6, 2022 ଭୁବନେଶ୍ୱର: ଅପେକ୍ଷାର ଘଟିଲା ଅନ୍ତ । ଧାମନଗର ଉପନିର୍ବାଚନ ହାରିଲା ବିଜେଡି । ପ୍ରକାଶ ପାଇଲା ଧାମନଗରେ ଉପନିର୍ବାଚନ ଫଳ । ଆଉ ଧାମନଗର ଆସନ ହାତେଇଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟ ବଂଶୀ ସୁରଜ । ୧୮ ରାଉଣ୍ଡ ଗଣତି…
Breaking News Andhra B.Ed କରୁଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ଝଟକା: ବଦଳିଲା ନିୟମ, କ୍ଲାସ କରିବା ବାଧ୍ୟତାମୂଳକ Manas Pradhan Nov 6, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ବିଇଡିରେ ନାମଲେଖାଉଥିବା ଦେଖାଯାଉଛି । ଆନ୍ଧ୍ର ବିଇଡିରେ ଆଡମିସନ କରିଥିବା ଅନେକ ଛାତ୍ରଛାତ୍ରୀ କେବଳ ପରୀକ୍ଷା ବେଳେ ସେଠାକୁ…
Breaking News ଟିମ ଇଣ୍ଡିଆର ବୋଲିଂ ଆଗରେ ବେସାହାରା ପାଲଟିଲା ଜିମ୍ବାୱେ: ୭୧ ରନରେ ଭାରତର ବିଜୟ Abinash Kumar Dhal Nov 6, 2022 ନୂଆଦିଲ୍ଲୀ: ବ୍ୟାଟିଂ ପରେ ଏବେ ବୋଲିଂରେ ବି କମାଲ କରିଛି ଟିମ ଇଣ୍ଡିଆ । ଭାରତୀୟ ପେସ ଆଟାକ ଆଗରେ ମୁଣ୍ଡ ନୁଆଁଇଛି ଜିମ୍ବାୱେର ବ୍ୟାଟିଂ ଅର୍ଡର । ଇନିଂସର ପ୍ରଥମ ବଲରୁ ହିଁ ଜିମ୍ବାୱେ ଉପରେ ଭାରୀ ପଡିଥିଲେ ଟିମ…
Featured ବେଇମାନୀର ଶିକାର ହେଲେ ଖୋଦ ଅଧିନାୟକ ଶାକିବ: ଆଉଟକୁ ନେଇ ଟାର୍ଗେଟରେ ପାକିସ୍ତାନ Abinash Kumar Dhal Nov 6, 2022 ନୂଆଦିଲ୍ଲୀ: ଆଜିର ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ସେମି ଫାଇନାଲ ଟିକେଟ ପାଇଛି ପାକିସ୍ତାନ । ୫ ୱିକେଟରେ ଶାକିବ ସେନାକୁ ପରାସ୍ତ କରିଛି ବାବର ଆର୍ମି । କିନ୍ତୁ କ୍ରିକେଟ ମଇଦାନର ଏହି ଯୁଦ୍ଧ ପରେ ସୋସିଆଲ ମିଡିଆରେ…