ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା; ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଜଷ୍ଟିସ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୧୧ରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ଖାନ୍ନା ।…

ଦୁଇଟି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ: ତୈଳ ଆମଦାନୀ ହ୍ରାସ ସହ ସୃଷ୍ଟି ହେବ ନିଯୁକ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି (ସିସିଇଏ) ରେଳ ମନ୍ତ୍ରଣାଳୟର ମୋଟ ଆନୁମାନିକ ମୂଲ୍ୟ ୬୭୯୮ କୋଟି ଟଙ୍କା…

ବାତ୍ୟା ପ୍ରସ୍ତୁତି ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ । ପ୍ରସ୍ତୁତି ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ…

କାଳୀ ପୂଜାରେ ଆସିବ ପ୍ରଥମ ଇଲେକ୍ଟ୍ରିକ୍ ରୟାଲ ଏନଫିଲ୍ଡ ; ବୁକ୍ କରିବାକୁ ଗ୍ରାହକ ରେଡି

ମୁମ୍ୱାଇ: ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ସ୍କୁଟର ବା ଇଭି ଗାଡ଼ି ଏବେ ଦ୍ରୁତ ଗତିରେ ବିକ୍ରି ହେଉଛି। ବଡ଼ ବଡ଼ ଇନଭେଷ୍ଟର୍ ମାନେ ଏଥିରେ ଅଛନ୍ତି, କିନ୍ତୁ ଭଲ ଇଲେକ୍ଟ୍ରିକ୍ ମୋଟରସାଇକେଲ ଏପର୍ଯ୍ୟନ୍ତ ବଜାରକୁ ଆସିନି…

November ପହିଲାରୁ Mobileକୁ ଆସିବନି OTP: ଚେତାବନୀ ଦେଉଛନ୍ତି ଟେଲିକମ୍ କମ୍ପାନୀ, କାହିଁକି?

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ କମ୍ପାନୀ ଗୁଡ଼ିକ ତରଫରୁ ଦିଆଯାଉଛି ବଡ଼ ଚେତାବନୀ । ଆସନ୍ତା ନଭେମ୍ବର ୧ ତାରିଖରୁ ମୋବାଇଲକୁ କୌଣସି ଓଟିପି ଆସିବ ନାହିଁ ବୋଲି କହୁଛନ୍ତି କମ୍ପାନୀ । ଏହି ଦିନରୁ ଟ୍ରାଇ ଦ୍ୱାରା ଲାଗୁ…

ଜମ୍ମୁ କଶ୍ମୀରରେ ପୁଣି ବଡ଼ ଅଘଟଣ: ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣରେ ଆର୍ମି ଗାଡ଼ିରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ପୁଣି ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଜମ୍ମୁ କଶ୍ମୀରର ଗୁଲମାର୍ଗ ଠାରେ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ୫ ଜଣ ଯବାନ ଆହତ…

ସାମ୍ନାକୁ ଆସିଲା ‘ଡିଜିଟାଲ ଆରେଷ୍ଟ’ର ଏକ ଲାଇଭ୍ ଭିଡିଓ: ଲୋକଙ୍କ ସହ କିପରି ମେଣ୍ଟାଲ ଗେମ୍ ଖେଳିଥାନ୍ତି ସ୍କାମର୍ସ

ନୂଆଦିଲ୍ଲୀ: ‘ଡିଜିଟାଲ ଆରେଷ୍ଟ’କୁ ନେଇ ଅନେକ ମାମଲା ଆପଣମାନେ ଶୁଣିଥିେବେ । ନକଲୀ ସିମ କାର୍ଡ, କ୍ରେଡିଟ କାର୍ଡଓ ପାର୍ସ ଜରିଆରେ ସ୍କାମର୍ସ ଏହା ଆରମ୍ଭ କରି ପରବର୍ତ୍ତୀ ସମୟରେ ଆପଣଙ୍କୁ ଫୋନରେ ହିଁ ପୋଲିସ ଓ କୋର୍ଟ…

ବଡ଼ ବିପଦ ଆଣୁଛି Money Laundering: Online Gaming-ଡିଜିଟାଲ ଅର୍ଥବ୍ୟବସ୍ଥା ପାଇଁ ବି ହେବ ସମସ୍ୟା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଅନଲାଇନ୍ ଗେମିଙ୍ଗ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ମିଳୁଥିବା ଆୟ ମଧ୍ୟ ଦେଶର ଅର୍ତନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । କିନ୍ତୁ ବର୍ତ୍ତମାନର ଏକ ରିପୋର୍ଟ…

କ୍ୟାନସର, ମଧୁମେହ ଓ କୋଲେଷ୍ଟ୍ରଲ ଭଳି ୧୦ଟି ବଡ଼ ବଡ଼ ରୋଗ ପାଇଁ ଲାଭଦାୟକ ହୋଇଥାଏ ଓଲୁଅ

ଭୁବନେଶ୍ୱର: ଓଲୁଅ କଥା ଶୁଣିଲେ ଅନେକ ଲୋକ ନାକ ଟେକନ୍ତି । କିଛି ଲୋକ ତ ବିଲକୁଲ୍ ପସନ୍ଦ କରନ୍ତିନି । ହେଲେ ଏକା ଏକ ପୋଷକ ତତ୍ତ୍ୱ ଯୁକ୍ତ ପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।…

ପ୍ରକୃତିର ଲୀଳା ବୁଝିବା କଷ୍ଟକରା! ଏକସଙ୍ଗେ ଦୁଇଟି ସ୍ଥାନରେ ଦୁଇଟି ବାତ୍ୟା, ଗୋଟିଏ ବାତ୍ୟା ନେଲାଣି ଅନେକ ଜୀବନ, ଓଡ଼ିଶାରେ କ’ଣ ହେବ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ସ୍ଥଳଭାଗରେ ମାଡ଼ ହେବାକୁ ଥିବା ବାତ୍ୟା ‘ଦାନା’କୁ ନେଇ ଏବେ ସାରା ରାଜ୍ୟବାସୀ ଆଶଙ୍କା ଘେରରେ ରହିଛନ୍ତି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିବା…