କଏଦୀଙ୍କୁ ସାହାଯ୍ୟ କରି ବନ୍ଧା ହେଲେ ଡେପୁଟି କମିଶନର: ଡ୍ରଗ୍ସ ମୋବାଇଲ ବିକି ୬ ଜଣ ଗିରଫ
ନୂଆଦିଲ୍ଲୀ: ଗୋଇନ୍ଦୱାଲ ସାହିବ ଜେଲର ଡେପୁଟି କମିଶନର ବଲବୀର ସିଂହଙ୍କୁ ଗିରଫ କରିଛି ଅମୃତସର ଏସଟିଏଫ । ତାଙ୍କ ସହିତ ଅନ୍ୟ ୬ ଜଣ ସାଥୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଆଇନ ରକ୍ଷା କରିବା ପାଇଁ କବଚ ପିନ୍ଧି ଏହାର…