AIG ଠକିନେଲେ ୧ କୋଟି: ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା, ହାତକଡ଼ି ପକାଇ ବାନ୍ଧିନେଲା ଭିଜିଲାନ୍ସ

ନୂଆଦିଲ୍ଲୀ: ଆଜିକାଲି ଅପରାଧର କରାଳ ଛାୟା ପ୍ରତ୍ୟେକ ବିଭାଗକୁ ଗ୍ରାସ କରିସାରିଲାଣି । ଏପରିକି ଅପରାଧୀଙ୍କୁ ଧରୁଥିବା ପୋଲିସ ବାବୁମାନେ ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି । ତେବେ ନିକଟରେ ଦୁଷ୍କର୍ମ, ବେଆଇନ ଅର୍ଥ…

ପୋଷ୍ଟ ଅଫିସର ବଢ଼ିଆ ସ୍କିମ୍: ପ୍ରତିଦିନ ୫୦ ଟଙ୍କା ନିବେଶରେ ମିଳିବ ୩୫ ଲକ୍ଷ, ଜାଣନ୍ତୁ କ’ଣ ଏହି ଯୋଜନା..

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ନିବେଶ ପାଇଁ ଅନେକ ସ୍କିମ୍ ରହିଛି । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ ।  ଏହା ସହ ଆପଣଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିଥାଏ । ପୋଷ୍ଟ ଅଫିସ ସ୍ମଲ ସେଭିଙ୍ଗସ ସ୍କିମରେ…

ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି: ପ୍ରଥମ ଦିନିକିଆରେ ଏହି ଖେଳାଳି ପାଇଲେ ସୁଯୋଗ

ନୂଆଦିଲ୍ଲୀ: ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଛି ପ୍ରଥମ ଦିନିକିଆ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆର…

ଏବେ ବୁଲିବା ସହ ଚିକିତ୍ସା ମଧ୍ୟ କରାଇପାରିବେ ଯାତ୍ରୀ, ଜାଣନ୍ତୁ କେମିତି ଉଠାଇବେ ଏହି ପ୍ୟାକେଜର ଲାଭ…

ନୂଆଦିଲ୍ଲୀ: ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ IRCTC ଲଗାତାର ପ୍ରୟାସ ଜାରିରଖିଛି । କିଛି ଦିନ ପୂର୍ବରୁ ଆଇଆରସିଟିସି ତରଫରୁ ଅନେକ ନୂଆ ପ୍ୟାକେଜ୍ ଆରମ୍ଭ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ଭିନ୍ନ ପ୍ୟାକେଜ୍…

ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଁଚିଲେ ପରମ ଭକ୍ତ, ଦୁର୍ଲଭ ଦୃଶ୍ୟ ଦେଖି ଲୋକେ ବିଭୋର

ଭଦ୍ରକ: ଭଗବଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତମାନେ ମନ୍ଦିର ଆସିଥାନ୍ତି। ଯାହା ପ୍ରାୟତଃ ସାଧାରଣ କଥା ଲାଗେ। କିନ୍ତୁ ଏମିତି ଦୃଶ୍ୟ ଖୁବ କାମ ଦେଖିବାକୁ ମିଳେ ଯେ, ଭଗବାନଙ୍କ ପ୍ରିୟ ଭକ୍ତ ବା ତାଙ୍କର ବାହାନ ପ୍ରଭୁଙ୍କ…

ଚାମଚାଗିରିର ସୀମା ରହିଛି…ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବିବାଦୀୟ ବୟାନ ଦେଇ ଫସିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନିଜର ବିବାଦୀୟ ବୟାନ କାରଣରୁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି କଂଗ୍ରେସ ନେତା ଉଦିତ୍ ରାଜ। ଏବେ ସେ ସିଧାସଳଖ ରାଷ୍ଟ୍ରପତିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ସେ ଟୁଇଟ୍ କରି ରାଷ୍ଟ୍ରପତି…

ସ୍ୱାମୀକୁ ମୂଲ ଲାଗି ମଧ୍ୟ ପତ୍ନୀ ଓ ନାବାଳକ ପିଲାଙ୍କୁ ଦେବାକୁ ପଡିବ ଗୁଜୁରାଣ ଭତ୍ତା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :ଗୁଜୁରାଣ ଭତ୍ତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସୁଦୂରପ୍ରସାରୀ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି କି, ଯଦି ସ୍ୱାମୀ ଶାରୀରିକ ଭାବରେ ସକ୍ଷମ, ତେବେ ତାଙ୍କଠାରୁ ଅଲଗା ରହୁଥିବା ପତ୍ନୀ…

‘ଝଣ୍ଡା ଉଚ୍ଚା ରହେ ହମାରା’, ଅଟାରୀ ବର୍ଡରରେ ଉଡିବ ପାକିସ୍ତାନ ପତାକାଠୁ ୧୮ ଫୁଟ୍ ଉଚ୍ଚର ତ୍ରିରଙ୍ଗା

ଅହମ୍ମଦାବାଦ: ଅଟାରୀ ବର୍ଡରରେ ଦେଶର ସବୁଠୁ ଉଚ୍ଚ ତ୍ରିରଙ୍ଗା ଉଡାଇବା ପାଇଁ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧୀକରଣ ପ୍ରସ୍ତୁତ। ଏହାର ଉଚ୍ଚତା ୪୧୮ ଫୁଟ୍ ରହିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିବା ପରେ…

ଥାଇଲ୍ୟାଣ୍ଡ: ଚାଇଲ୍ଡ କେୟାର ସେଣ୍ଟରରେ ଗୁଳିମାଡ଼ ୩୨ ମୃତ, ହତ୍ୟାକାରୀ ଫେରାର୍

ନୂଆଦିଲ୍ଲୀ: ଥାଇଲାଣ୍ଡର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗୁଳି ବିନିମୟରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ଗୁଳିକାଣ୍ଡ ଏପରି ଥିଲା ଯେ, ସେ ସମୟରେ ଲୋକେ ଶିହରି ଉଠିଥିଲେ ଏବଂ ଜୀବନ ବଞ୍ଚାଇବାକୁ ସମସ୍ତେ ସୁରକ୍ଷିତ…

‘ତାଳି’ ଟ୍ରାନ୍ସଜେଣ୍ଡର ଭୂମିକାରେ ପରଦାକୁ ଆସୁଛନ୍ତି ସୁସ୍ମିତା ସେନ୍ ;ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଲେ ସୂଚନା

ମୁମ୍ବାଇ :କିନ୍ନର ମାନଙ୍କୁ ପ୍ରାରମ୍ଭ ରୁ ହିଁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ସେ କେଉଁ କେଉଁ ବାଧାବିଘ୍ନ କୁ ଏଡାଇ ନିଜ ପଥରେ ଅଗ୍ରଗତି କରନ୍ତି ତାହାର ଏକ ଝଲକ ଖୁବ ଶୀଘ୍ର ଦେଖିବାକୁ ମିଳିବ ।…