ଆଜି ନବୀନ ଆଉ ନଡ୍ଡା ମୁହାଁ ମୁହିଁ , ନଡ୍ଡାଙ୍କ ଗସ୍ତ ଆଣିବ କି ରାଜ୍ୟ ବିଜେପିରେ ପରିବର୍ତ୍ତନ
ଭୁବନେଶ୍ୱର: ରାଜଧାନୀ ଆଜି ସବୁଜ,ଧଳା,ନାରଙ୍ଗୀ ରଙ୍ଗରେ ସଜେଇ ହୋଇଛି । ବରମୁଣ୍ଡା ଠାରୁ ଆରମ୍ଭ କରି ଏୟାରାପୋର୍ଟ ପର୍ଯ୍ୟନ୍ତ ସବୁ ଅ।।ଡେ ବ୍ୟାନର ଛାଇ ଯାଇଛି । କାରଣ ଆଜି ବିଜେଡି ଏବଂ ବିଜେପିର ଦୁଇଟି ପୃଥକ ପୃଥକ…