Breaking News Asia Cup 2022: ଆଜି ଟିମ୍ ଇଣ୍ଡିଆ ପାଇଁ କର ବା ମର ମୁକାବିଲା… Abinash Kumar Dhal Sep 6, 2022 ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ର ସୁପର ୪ ର ଦ୍ୱିତୀୟ ମ୍ୟାଚରେ ଭାରତ ଆଜି ଶ୍ରୀଲଙ୍କାକୁ ଭେଟିବ । ଏହି ମୁକାବିଲା ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି ହେବ । ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ରେ ପରାଜୟ ହେଉଛି…
Breaking News ପରିସ୍ରା ସହ ଜଡ଼ିତ ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା: ହୋଇପାରେ ଏଡସ୍ Sushreejyoti Routray Sep 6, 2022 ସମଗ୍ର ବିଶ୍ୱରେ ଏଡସର ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧାରିତ ଚିକିତ୍ସା ବାହାରି ନାହିଁ । ଅବଶ୍ୟ ମେଡିସିନ୍ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ।…
Breaking News ଧରାପଡ଼ିଲା ସିରିଏଲ କିଲର: ରାତିରେ କରୁଥିଲା ହତ୍ୟା, ଦିନରେ ଧର୍ମଶାଳାରେ ଶୋଉଥିଲା Abinash Kumar Dhal Sep 6, 2022 ଗୋଟିଏ ପରେ ଗୋଟିଏ ତିନିଟି ଏବଂ ଭୋପାଳରେ ଜଣେ ଚୌକୀଦାରଙ୍କୁ ହତ୍ୟା କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଏହି ସାଇକୋ କିଲରକୁ ଗିରଫ କରିଛି ସାଗର ପୋଲିସ । ସୂଚନା ଅନୂଯାୟ, ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏହି…
Breaking News ପିମ୍ପୁଡ଼ି ଆତଙ୍କରେ ଗ୍ରାମବାସୀ ଥରହର: ରାଣୀ ପିମ୍ପୁଡ଼ିକୁ ଖୋଜୁଛି ବିଶେଷଜ୍ଞ ଟିମ୍ Sushreejyoti Routray Sep 6, 2022 ପିପିଲି, (ଓଡ଼ିଶା ଭାସ୍କର) : ପିପିଲି ଚନ୍ଦ୍ରାଦେଈପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଲାଲ୍ ପିମ୍ପୁଡ଼ିଙ୍କ ଆତଙ୍କ ଥମିବାର ନାଁ ନେଉନାହିଁ । ପିମ୍ପୁଡ଼ି ଭୟରେ ଅତିଷ୍ଠ ହୋଇ ୩ଟି ପରିବାର ଇତିମଧ୍ୟରେ ଗାଁ ଛାଡ଼ିଥିବାବେଳେ…
Breaking News ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ପରେ ଲଘୁଚାପ Sushreejyoti Routray Sep 6, 2022 ଭୁବନେଶ୍ୱର: କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶା ଓ ୯ରୁ…
Breaking News ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର: କରିଥିଲା ୮୦୦୦ ରୁ ଅଧିକ ଗାଡ଼ି ଚୋରି Abinash Kumar Dhal Sep 6, 2022 ନୂଆଦିଲ୍ଲୀ: ଧରାପଡ଼ିଲା ଭାରତର ସବୁଠୁ ବଡ଼ ଗାଡ଼ି ଚୋର । ଦିଲ୍ଳୀ ମଧ୍ୟ ଜିଲ୍ଲା ପୋଲିସ୍ ଭାରତର ସବୁଠୁ ବଡ଼ ଗାଡ଼ି ଚୋରକୁ ଗିରଫ କରିଛି । ଅଭିଯୁକ୍ତ ଅନୀଲ ଚୌହାନ ଆସାମର ନିବାସୀ । ଅଭିଯୁକ୍ତ ଖୁଲାସା କରିଛି ଯେ ସେ ୧୯୯୦…
Breaking News ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ: ଭବ୍ୟ ସ୍ୱାଗତ ପାଇଁ ବିଜେଡ଼ିର ପ୍ରସ୍ତୁତ, ୫୦ ହଜାରରୁ ଅଧିକ ଲୋକ… Sushreejyoti Routray Sep 6, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଗତ ୩୧ ତାରିଖରୁ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ଣରେ ଭୁବନେଶ୍ୱର ଫେରିବେ । ତେବେ ଗତ ୪ ତାରିଖରେ ନୂଆଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ…
Breaking News ୪୫ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି: କହିଲେ- ‘ଶିକ୍ଷକମାନେ ଆଲୋକର ବର୍ତ୍ତିକା’ Sushreejyoti Routray Sep 6, 2022 ନୂଆଦିଲ୍ଲୀ: ଶିକ୍ଷକମାନେ ହେଉଛନ୍ତି ଆଲୋକର ବର୍ତ୍ତିକା । ସମାଜକୁ ଦିଗଦର୍ଶନ ଦେବାରେ ସେମାନଙ୍କ ଭୂମିକା ଅବିସ୍ମରଣୀୟ । ଗୁରୁ-ଶିଷ୍ୟର ସମ୍ପର୍କ ଆବହମାନ କାଳରୁ ରହି ଆସିଥିବାବେଳେ ଏବେ ସେହି ପରମ୍ପରାକୁ ବଜାୟ ରଖିବା…
Breaking News ଅନିଶ୍ଚିତ କାଳ ପାଇଁ ଲକଡାଉନ୍, ସ୍କୁଲ କଲେଜ୍ ସବୁ ବନ୍ଦ: ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସରକାର ନେଲେ ନିଷ୍ପତ୍ତି Abinash Kumar Dhal Sep 6, 2022 ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିଶ୍ୱରେ ହୁଏତ କମ୍ ହୋଇଛି । କିନ୍ତୁ ଚୀନ୍ ରେ ଏବେବି କରୋନାର ପ୍ରକୋପ ଜାରି ରହିଛି । ସଂକ୍ରମଣ ଉପରେ ଲଗାମ ଲଗାଇବା ପାଇଁ ଚୀନ୍ ସରକାର ସବୁ ସମ୍ଭବ ପ୍ରୟାସ କରୁଛନ୍ତି ଏବଂ ଗୋଟିଏ ପରେ…
Astrology ରାଶିଫଳ(ମଙ୍ଗଳବାର,୦୬ ସେପ୍ଟେମ୍ବର,୨୦୨୨) Odisha Bhaskar Bureau Sep 6, 2022 ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର…