ରାଶିଫଳ(ବୁଧବାର,୧୭ ଅଗଷ୍ଟ,୨୦୨୨)

ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ୧୯ରୁ ନାମଲେଖା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):  ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ପାଇଁ ବୁଧବାର ଅପରାହ୍ନ ୩ଟାରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା।   ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୧୯ ତାରିଖରୁ ୨୫ ତାରିଖ…

ମା’ ଡାକରେ ବଞ୍ଚିଗଲା ଦୁଇ କୁକୁର ଛୁଆଙ୍କ ଜୀବନ, ବନ୍ୟାଜଳରୁ ଉଦ୍ଧାର କଲେ ଅଗ୍ନିଶମ ଟିମ୍

ବାଲିପାଟଣା, (ଭାସ୍କର ନ୍ୟୁଜ୍‌): ମା' ଜଣକ ମଣିଷ ହେଉ କି ପଶୁ ତାର ଛୁଆ ପ୍ରତି ପ୍ରେମ ଆଉ ବଳିଦାନର ମୂଲ୍ୟ କେହି ବି ଆକଳନ କରିପାରିବେନି । ଛୁଆକୁ ମରଣମୁହଁରୁ ବଞ୍ଚାଇବା ପାଇଁ ମାଆ ସବୁକିଛି କରିପାରେ । ଏଠି କୌଣସି…

ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର: ୧୦ ଜିଲ୍ଲାର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ସପ୍ତାହକ ପାଇଁ ମିଳିବନି କୌଣସି ଛୁଟି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ…

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ୧୮ରୁ ବଢ଼ିବ ବର୍ଷା। ୧୯ରୁ ଲଗାଣ ବର୍ଷା ହେବ। ଛତିଗଡ଼ରେ ବି ପ୍ରବଳ ବର୍ଷା ଢ଼ାଳିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସୂଚନା ମୁତାବିକ, ୧୮ରେ…

ରାଜ୍ୟରେ ଉତ୍କଟ ହେଉଛି ବନ୍ୟାସ୍ଥିତି: ବିପଦ ସଂକେତ ଉପରେ ମହାନଦୀର ଜଳସ୍ତର, ୧୦ ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀ ସମେତ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆସିଛି । ଛତିଶଗଡ଼ରେ ପ୍ରବଳବର୍ଷା ହେଉଥିବା ଯୋଗୁଁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ…

Weather Update: ରୂପ ବଦଳାଉଛି ଅବପାତ: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏମିତି ରହିବ ପରିସ୍ଥିତି

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜିନତ ବର୍ଷା ଏବଂ ବନ୍ୟାକୁ ନେଇ ଏକପ୍ରକାର ଆତଙ୍କ ଖେଳିଯାଇଛି । ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ଘାଇ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ତେବେ ଏହି ସମୟରେ ଭୁବନେଶ୍ୱର ଆଞ୍ଚଳିକ…

(Video) ସ୍ୱାଧୀନତା ଦିବସରେ ମାଙ୍କଡ଼ କଲା ପତାକା ଉତ୍ତୋଳନ, ଭାଇରାଲ ହେଉଛି ଭିଡିଓ…

ନୂଆଦିଲ୍ଲୀ: ଦେଶ ଏହାର ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଗତକାଲି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଅନେକ ସ୍ଥାନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥାଏ । ତେବେ ବର୍ତ୍ତମାନ ସ୍ୱାଧୀନତା ଦିବସରେ…

Thank You CM Sir: ୬ ପ୍ରତିଶତ DA ବଢ଼ିଲା, ସରକାରୀ କର୍ମଚାରୀଙ୍କ ପକେଟ୍ ଏବେ ଖାଲି ଗରମ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଅଗଷ୍ଟ ମାସ ଅନେକ ଖୁସି ଆଣି ଦେଇଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ବମ୍ପର ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶ, ଗୁଜରାଟ ପରେ ଏବେ ଛତିଶଗଡ଼ ସରକାର ମଧ୍ୟ ରାଜ୍ୟ…

କାହିଁକି ୧୬ ହଜାର ନାରୀଙ୍କୁ ବିବାହ କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ: ପୁରାଣରେ କ’ଣ ରହିଛି ଗୋପନ ଗାଥା

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ଆଉ କିଛି ଦିନ ବାକି ରହିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ମଥୁରା-ବୃନ୍ଦାବନ ସମେତ ଅନେକ ସ୍ଥାନରେ ଜନ୍ମାଷ୍ଟମୀ…