ଆଠଗଡ଼ ବନ୍ୟାପାଣିରେ ଭାସିଗଲା କାର୍: ଅଳ୍ପକେ ବର୍ତ୍ତିଲେ ୪ ଜଣ

ଆଠଗଡ଼(ଓଡ଼ିଶା ଭାସ୍କର): ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ବନ୍ୟାପାଣି ମାଡ଼ିଆସିବା ଫଳରେ ଅନେକ ରାସସ୍ତାଘାଟ ବନ୍ଦ…

ଗିରଫ ପରେ ହେଲା ଖୁଲାସା: ଅଫଜଲ ନାଁରେ ଫୋନ କଲ୍ ରେ ଅମ୍ବାନୀଙ୍କୁ ଦେଇଥିଲା ଧମକ

ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ କଲ୍ କରି ହତ୍ୟା ଧମକ ଦେଇଥିବା ୫୬ ବର୍ଷୀୟ ବିଷ୍ଣୁ ବିଭୁ ଭୌମିକଙ୍କୁ ପୋଲିସ ଧରିଛି । ଏହି ବ୍ୟକ୍ତିଜଣକ ପେଷାରେ ଜଣେ ବଣିଆ, ତାଙ୍କର ଦକ୍ଷିଣ…

Gaming App ଜରିଆରେ ମିଳିଲା ହଜିଲା ଝିଅର ସୁରାଗ: ଏମିତି ଖୋଜି ବାହାର କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଆଜିକାଲିର ସ୍ମାର୍ଟଫୋନ ଯେତିକି ଖତରନାକ ସେତିକି ଲାଭଦାୟକ । କେବଳ ଯେ ଏହାଦ୍ୱାରା ଖରାପ ପ୍ରଭାବ ପଡିଥାଏ ତାହା ନୁହେଁ, ଏହାଦ୍ୱାରା ଅନେକ କାମ ସହଜରେ ଏବଂ ଶୀଘ୍ର ହୋଇଯାଇପାରେ । ସେମିତି ଏକ ଘଟଣା ଘଟିଛି…

କମ୍ ବୟସରେ ହୋଇଯାଇଛି କି ଆପଣଙ୍କ ପିଲାଙ୍କୁ ପ୍ରେମ? ଜାଣିବା ପରେ ଏହି ଭୁଲ୍ କରନ୍ତୁ ନାହିଁ ପ୍ୟାରେଣ୍ଟ୍ସ

ଭାରତୀୟ ପ୍ୟାରେଣ୍ଟ୍ସମାନଙ୍କୁ ଏହା କେବେବି ପସନ୍ଦ ହୋଇନଥାଏ ଯେ ତାଙ୍କ ପିଲାମାନେ କାହା ସହ ରିଲେସନର ରୁହନ୍ତୁ । ଖାସକରି ସେତେବେଳେ ଯେତେବେଳେ ପିଲା କମ୍ ବୟସର ହୋଇଥାନ୍ତି । ପିଲାଙ୍କ ରିଲେସନ ବିଷୟରେ ଜଣା ପଡ଼ିଲେ…

ରହସ୍ୟମୟୀ ଗୋଲାପୀ ଲାଇଟ: ଆକାଶରେ ଅଜବ ଦୃଶ୍ୟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ

ଅନେକ ଥର ଆକାଶକୁ ବିଭିନ୍ନ ରଙ୍ଗରେ ରଙ୍ଗେଇ ହେବାର ଦେଖିବାକୁ ମିଳିଥାଏ । ଠିକ ସେହିଭଳି ଏକ ଘଟଣା ଏବେ ଦେଖିବାକୁ ମିଳିଛି । ସ୍ୱଚ୍ଛ ଏବଂ ନିର୍ମଳ ଆକାଶରେ ହଠାତ ଗୋଲାପୀ ରଙ୍ଗ ଭରି ଯାଇଛି । ହଠାତ ଆକାଶରେ ଖେଳିଯାଇଛି…

SBI ଲଞ୍ଚ କଲା ନୂଆ ଫିକ୍ସ ଡିପୋଜିଟ୍ ସ୍କିମ୍: ମିଳିବ ଆକର୍ଷଣୀୟ ସୁଧ, ଜାଣନ୍ତୁ କ’ଣ ରହିଛି ଖାସ୍ 

ନୂଆଦିଲ୍ଳୀ: ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ ‘ଉତ୍ସବ ଜମା’ ନାମକ ଏକ ସ୍କିମ୍ ଆରମ୍ଭ କରିଛି । ଏହି ଫିକ୍ସ ଡିପୋଜିଟ୍ ଯୋଜନାରେ ସୁଧ ଦର…

ଫୁଲୁଛି ମହାନଦୀ ପାଣି: ବିଭିନ୍ନ ସ୍ଥାନରେ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ବନ୍ୟାର ଆଶଙ୍କା ବଢାଇ ଦେଇଛି । ଫଳରେ ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ହୀରାକୁଦର ୨୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ…

ଏସିଆ କପରେ ‘Man of The Tournament’ ହୋଇ ପାରନ୍ତି ଏହି ୫ ଜଣ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୨ । ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର ୬ଟି ଦଳ ଭାଗ ନେଉଥିବା ବେଳେ ଏମାନଙ୍କ ମଧ୍ୟରେ ହେବ କଡା ଟକ୍କର । ଏସିଆର ରାଜା ହେବା ପାଇଁ ପରସ୍ପର ସହ ଲଢିବେ…

ଓମିକ୍ରନ ପାଇଁ ଆସିଲା ଟିକା: Moderna ର ନୂଆ ଭାକ୍ସିନକୁ ବ୍ରିଟେନର ମଞ୍ଜୁରୀ

କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ବଢ଼ୁଥିବା ପ୍ରକୋପକୁ ଦେଖି ବ୍ରିଟେନ ଏକ ନୂଆ ଭାକ୍ିସନକୁ ମଞ୍ଜୁରୀ ଦେଇଛି । ବ୍ରିଟେନରେ ଡ୍ରଗ ରେଗୁଲେଟର ମଡର୍ଣ୍ଣୋର ଅପଡେଟେଡ ଭର୍ସନକୁ ମଞ୍ଜୁରୀ ଦେଇଛି । ଏହା ସହ ବ୍ରିଟେନ…

ଏପ୍ରିଲ ରୁ ଜୁଲାଇ ମଧ୍ୟରେ ୭୯ ଲକ୍ଷ ପିଲା କରାଇଛନ୍ତି ବାଲ୍ ଆଧାରକାର୍ଡ: UIDAI

ନୂଆଦିଲ୍ଳୀ: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ ) ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ  ୫ ବର୍ଷରୁ କମ୍ ବୟସର ୭୯ ଲକ୍ଷରୁ ଅଧିକ ପିଲାଙ୍କ ପଞ୍ଜୀକରଣ କରିଛନ୍ତି । ଏନେଇ ଏକ ଅଧିକାରୀକ ବିବୃତ୍ତିରେ…