(Video) ସାମ୍ନାକୁ ଆସିଲେ ଦୀପିକାଙ୍କ ଛୁଆର ବାପା ଦିନେଶ, ଜାଣନ୍ତୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ କ’ଣ ସବୁ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୦ ଦିନ ହେଲା ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ନିଜର ହକ ଓ ନିଜର ୧ ବର୍ଷର ଛୁଆର ପରିଚୟ ଦାବି ନେଇ ଦୀପିକା ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣା…

କରୋନା ଭାଇରସ ପରେ ଏବେ ଲୈଙ୍ଗ୍ୟା ଭାଇରସ ବଢ଼ାଇଲା ଚିନ୍ତା, କ’ଣ ଏହି ରୋଗ? ଜାଣନ୍ତୁ….

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଦୂର ହୋଇନଥିବାବେଳେ, ଏବେ ଚୀନର ଶାୟନଡଙ୍ଗ ଏବଂ ହେନାନ ରେ ନୂଆ ଲୈଙ୍ଗ୍ୟା ଭାଇରସ ଦେଖିବାକୁ ମିଳିଛି । ଏହି ଭାଇରସ ଯୋଗୁଁ ୩୫ ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାର ସମ୍ବନ୍ଧ…

ଯମୁନା ନଦୀରେ ଓଲଟିଲା ଡଙ୍ଗା: ମିଳିଲାଣି ୪ ଜଣକ ଶବ, ଏବେବି ନିଖୋଜ ୧୭ ରୁ ଅଧିକ

ଯମୁନା ନଦୀରେ ବଡ଼ ଧରଣର ଦୁର୍ଘଟଣା... ଡଙ୍ଗା ବୁଡ଼ି ୪ ଜଣକ ମୃତ୍ୟୁ ହୋଇଥିବାବେଳେ ଏବେବି ୧୭ ରୁ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ୩୫ ଯାତ୍ରୀ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୫…

ଖୁବଶୀଘ୍ର ବଢ଼ିବ ଖାଇବା ଲୁଣର ଦାମ୍, ଟାଟା କମ୍ପାନୀ ପକ୍ଷରୁ ମିଳିଲା ସଙ୍କେତ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମହଙ୍ଗା ମାଡ଼ର ସିଜିନ୍ ଚାଲିଛି । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ବିଭିନ୍ନ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି । ତେବେ ଖୁବଶୀଘ୍ର ଏହି ତାଲିକାରେ ସାମିଲ…

ସ୍ୱାଧୀନତା ଦିବସରେ ରାଜ୍ୟ ସରକାର ମାଗଣାରେ ବଣ୍ଟନ କରିବେ ଜାତୀୟ ପତାକା, ମିଶନ ଶକ୍ତିକୁ ଦିଆଯାଇଛି ଦାୟିତ୍ୱ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି । ଏହି ଅବସରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ପାଇଁ ଘୋଷଣା କରାଯାଇଛି । ସେଥିପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ…

ଅମର ସହିଦ୍ ଙ୍କ ପରିବାରକୁ ସମ୍ମାନ ଉଦ୍ଦେଶ୍ୟରେ ‘ଓଡ଼ିଶା ଭାସ୍କର’ ପରିବାର ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ Maa Tujhe Salam

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ସୁରକ୍ଷା ପାଇଁ ପ୍ରତିଟି କ୍ଷଣ ତତ୍ପର ରହି ସୀମାରେ ସୁରକ୍ଷା ଦେଉଛନ୍ତି ବୀର ଯବାନ । ଖରା ହେଉକି ବର୍ଷା ହେଉ ପୁଣି ହେଉ ଅବା ମାଇନସ୍ ଡ୍ରିଗୀ ତାପମାତ୍ରା । ସବୁ ପରିସ୍ଥିତିରେ ଦେଶ…

(Video) ମୋତେ ମ୍ୟାରେଜ କରିବାକୁ କଥା ଦେଇଥିଲେ ଦିନେଶ, ତେଣୁ ମୁଁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲି: ଦୀପିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଘଟିଥିବା ଦମ୍ପତିଙ୍କ ବିବାଦ ଉପରୁ ସମାଧାନର ବାଟ ବାହାରି ପାରିନାହିଁ । ଆଜକୁ ୧୦ ଦିନ ଧରି ନିଜର ଅଧିକାର ପାଇବା ଦାବିରେ ଧାରଣାରେ ବସି…

ମ୍ୟାଟ୍ରିକ, ଯୁକ୍ତଦୁଇ ଓ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ୨୪ ହଜାର: ମେଧାବୀ ନ୍ୟାସନାଲ ସ୍କଲାରସିପ ପାଇଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ମାସରେ ୨୪ ହଜାର ଟଙ୍କା ମିଳିବ । ଏଥିପାଇଁ ସେମାନଙ୍କୁ ଏକ ଅନଲାଇନ ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ । ମେଧାବୀ ନ୍ୟାସନାଲ ସ୍କଲାରସିପ୍ ଯୋଜନା ମାଧ୍ୟମରେ ସକ୍ଷମ କ୍ୟାସ…

ମାଗଣା ଦେବା ପ୍ରତିଶ୍ରୃତି ପାଇଁ କ୍ଷତି ସହୁଛି ଅର୍ଥବ୍ୟବସ୍ଥା; ରେବଡୀ କଲ୍ଚର ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରେବଡୀ କଲ୍ଚରକୁ ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ  ପୁଣି ଥରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ରେବଡୀ କଲ୍ଚର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଉଛି । ଅଦାଲତ ଗୁରୁବାର…

ଜଳବାୟୁ ପରିବର୍ତ୍ତନ ପାଇଁ କୋଭିଡ୍-୧୯, ମଙ୍କିପକ୍ସ, ଶ୍ୱାସ, ଆଲର୍ଜି ପରି ୨୨୩ ପ୍ରକାର ରୋଗ ବୃଦ୍ଧି ପାଉଛି, ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱରେ କୋଭିଡ-୧୯ ମହାମାରୀ ଆତଙ୍କ ଖେଳାଇଥିବା ବେଳେ ବର୍ତ୍ତମାନ ମଙ୍କିପକ୍ସକୁ ନେଇ ମଧ୍ୟ ଆଶଙ୍କା ଜାରି ରହିଛି । ତେବେ ଏଭଳି ବହୁ ରୋଗ ବ୍ୟାପିବା ପଛରେ ଜଳବାୟୁ ପରିବର୍ତ୍ତନର…