ବର୍ଷାଋତୁରେ କେଉଁ ଖାଦ୍ୟ ଖାଇଲେ ହୋଇଥାଏ କ୍ଷତି ଓ କ’ଣ ଖାଇଲେ ହୋଇଥାଏ ଲାଭ ? ଜାଣନ୍ତୁ
ଓଡ଼ିଶା ଭାସ୍କର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ସାଙ୍ଗକୁ ଦେଶର ବିଭିନ୍ନ ସ୍ଥାନରେ ବର୍ଷ ଆରମ୍ଭ ହୋଇଗଲାଣି। ଏହି ବର୍ଷା, ଋତୁରେ ଆମର ହଜମ ପ୍ରକ୍ରିୟା ବ୍ୟାହତ ହୁଏ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ।…