ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଟ୍ୱିନ୍ସିଟି, ରାଜଧାନୀର ଇସ୍କନ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ପାଳିତ ହେବ ରଥଯାତ୍ରା
କଟକ/ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଦୀର୍ଘ ଦୁଇବର୍ଷ ପରେ ଆୟୋଜିତ ହେବ ଘୋଷଯାତ୍ରା । ମହାମାରୀ କରୋନା କଟକଣା ପାଇଁ ଏହି ରଥଯାତ୍ରା ବନ୍ଦ ରହିଥିଲା । ତେବେ ଚଳିତବର୍ଷ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ପାଇଁ ଭକ୍ତ…