ଆସନ୍ତାକାଲି ଯୋଗିନୀ ଏକାଦଶୀ ବ୍ରତ: ଠିକ୍ ଉପାୟରେ ପୂଜାର୍ଚ୍ଚନା କଲେ ହୋଇଯିବେ ଧନୀ, ଜାଣନ୍ତୁ ଶୁଭ ମୂହୁର୍ତ୍ତ
ଏକାଦଶୀ ବ୍ରତ ମାସରେ ଦୁଇ ଥର ପଡ଼ିଥାଏ । ଏହିପରି ଭାବେ ବର୍ଷରେ ୨୪ଟି ଏକାଦଶୀ ପଡ଼ିଥାଏ । ଏହି ୨୪ଟି ଏକାଦଶୀ ମଧ୍ୟରୁ ଯୋଗିନୀ ଏକାଦଶୀ ସମ୍ପୂର୍ଣ୍ଣ ଖାସ୍ ହୋଇଥାଏ । ଏହି ଯୋଗିନୀ ଏକାଦଶୀକୁ ମହତ୍ତ୍ୱପୂର୍ଣ୍ଣ ଏକାଦଶୀ…