ଶିବସେନାର ହିନ୍ଦୁତ୍ଵ କେବଳ କାଗଜରେ ସୀମିତ, ଉଦ୍ଧବଙ୍କୁ ଫଡଣବିସଙ୍କ ଟାର୍ଗେଟ୍
ମୁମ୍ବାଇ: ଶିବସେନାର ହିନ୍ଦୁତ୍ଵ କେବଳ କାଗଜରେ ସୀମିତ। ସେମାନଙ୍କର କାମ ମଧ୍ୟ ଭାଷଣ ବାହାରକୁ ଆଉ ଆସୁନାହିଁ। ଏମିତି ଶାଣିତ ଭାଷାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ୍ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ…