କଟକରେ ବେଆଇନ ଲିଙ୍ଗ ନିରୂପଣ ଘଟଣା: ଗିରଫ ସଂଖ୍ୟା ୫କୁ ବୃଦ୍ଧି, ରାଞ୍ଚିକୁ ଲମ୍ବିଛି ଚେର
କଟକ (ଭାସ୍କର ନ୍ୟୁଜ୍): ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ ଘଟଣାରେ ଆଲ୍ଫା ହେଲଥ୍ କେୟାର୍ର ୪ ଜଣ କର୍ମଚାରୀଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଏହି ମାମଲାରେ ଗତକାଲି ଆଉ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ…