ପଞ୍ଚାୟତ ଇଲେକ୍ସନ ୨୦୨୨: ନାକଚ ହେଲା ୮୬୪୮ ପ୍ରାର୍ଥୀପତ୍ର

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଭରିଥିବା ୮ ହଜାର ୬୪୮ ପ୍ରାର୍ଥୀପତ୍ର ନାକଚ ହୋଇଛି । ଏହା ମଧ୍ୟରୁ ୫୫୪୪ ୱାର୍ଡ ମେମ୍ବର ପ୍ରାର୍ଥୀ, ୧୭୫୩ ସରପଞ୍ଚ ପ୍ରାର୍ଥୀ, ୧୧୧୯ ସମିତି…

୨୦୨୨ରେ ଏହି ସବୁ ମାସରେ ମିଳିବ ଲଙ୍ଗ ୱିକେଣ୍ଡ: ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଛୁଟିର ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଳୀ: ୨୦୨୨ ବର୍ଷଟି ଆରମ୍ଭ ହୋଇ ଯାଇଛି । ଅଫିସରେ ନିଜର ଛୁଟିକୁ ନେଇ ସମସ୍ତେ ଉତ୍ସାହିତ ରହିଥାନ୍ତି । ବର୍ଷ ଆରମ୍ଭରୁ ଏଚଆରଙ୍କ ପକ୍ଷରୁ ଛୁଟିର ତାଳିକା ପ୍ରକାଶ ପାଇଛି । ଏହା ସହିତ ସମସ୍ତେ ଲଙ୍ଗ ୱିକେଣ୍ଡ…

ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟହଟା ହେଲା ହରିୟାଣା ପୋଲିସ୍

ସୋର: ଜଣେ ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟାହଟା ହୋଇଛି ହରିୟାଣା ପୋଲିସ । ଖନ୍ତାପଡ଼ା ଥାନା ଷଠି ଗାଁକୁ ଗିରଫ ପାଇଁ ଆସିଥିଲା ହରିୟାଣା ପୋଲିସ୍ । ତେବେ ଅଭିଯୁକ୍ତକୁ ନ ପାଇ ତା’ର ମାଆକୁ ଉଠାଇ ନେବାରୁ, ଏଥିରେ…

(Video) ବାଇକରେ ଆସି ୧୨ ଲକ୍ଷର ସୁନାଗହଣା ଲୁଟିନେଲେ ଦୁର୍ବୁତ୍ତ, ସିସିଟିଭିରେ କଏଦ ହେଲା ଭିଡିଓ…

ବାଇକ ରେ ଆସିଲେ ସୁନା ଗହଣା ନେଇ ଚାଲିଗଲେ । ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଥିବା ଏକ ସୁନା ଦୋକାନରୁ ହୋଇଛି ଲୁଟ । ଦୋକାନୀ ଠାକୁର ପୂଜା କରୁଥିବା ବେଳେ ୧୨ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଲେ ଦୁର୍ବୁତ୍ତ…

IOCLରେ ଏହି ପଦରେ ନିଯୁକ୍ତି ସୁଯୋଗ, ଦ୍ୱାଦଶ ଏବଂ ଗ୍ରାଜୁଏଟ ପାସ୍ କରନ୍ତୁ ଆବେଦନ: ଜାଣନ୍ତୁ ଡିଟେଲ୍

ଇଣ୍ଡିଆନ ଅଏଲ କର୍ପୋରେସନ (IOCL)ରେ ଚାକିରିର କରିବା ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଆଇଓସିଏଲର ମାର୍କେଟିଂ ଡିଭିଜନ୍ ରେ ସାରା ଦେଶରେ ଟେଡ୍ର ଆପ୍ରେଣ୍ଟିସ୍ ଏବଂ ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ…

ହିନ୍ଦୁ ବୋଲି ମୋ ପ୍ରାର୍ଥୀପତ୍ର ନାକଚ କରିଦେଲେ: ବିଡିଓ କାର୍ଯ୍ୟାଳୟ ଆଗରେ ଧାରଣାରେ ୩ ମାସର ଗର୍ଭବତୀ [Video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଂଚାୟତ କୁସୁମୀ ଗ୍ରାମ ର ସମିତି ସଭ୍ୟା ପ୍ରାର୍ଥୀନୀ ନମିତା ସଗରୀଆ ନିଜ ନାମାଙ୍କନ ନାକଚର ପ୍ରତିବାଦରେ ଗତ ରାତି ଠାରୁ…

ଦେଶରେ ଆଉ ରହିବନି ଚାକିରି ସମସ୍ୟା: ୨୦୨୨ ଶେଷ ସୁଦ୍ଧା ସୃଷ୍ଟି ହେବ ୩ କୋଟି ଚାକିରି

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଦେଶର ଅନେକ ଲୋକ ନିଜର ଚାକିରି ହରାଇଥିବା ବେଳେ ଏନେଇ ଆସିଛି ଏକ ଖୁସି ଖବର । ଦୂରସଞ୍ଚାର ବିଭାଗ ପକ୍ଷରୁ ସମଗ୍ର ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇରୁ ତିନି କୋଟି ଚାକିରି ସୃଷ୍ଟି ହେବାକୁ…

ଲଭ୍, ସେକ୍ସ ଓ ଧୋକା: ବିଧବାଙ୍କ ସହିତ ଶାରୀରିକ ସମ୍ପର୍କ ପରେ ଚମ୍ପଟ ମାରିଲା ପ୍ରେମିକ(see video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ପ୍ରେମ ଆଉ ପ୍ରେମରୁ ବିବାହର ପ୍ରତିଶ୍ରୁତି ପରେ ପ୍ରତାରଣା ଦେଇ ଫେରାର ହେଲା ପ୍ରେମିକ । ପ୍ରତିଶ୍ରୁତି ଦେଇ ଏଭଳି ହୃଦୟ ଭାଙ୍ଗିବା ଭଳି ଖବର…

ଦେଶରେ ଓମିକ୍ରନର ଆରମ୍ଭ ହୋଇଯାଇଛି ଗୋଷ୍ଠୀ ସଂକ୍ରମଣ, ମହାନଗର ଗୁଡ଼ିକରେ ଭୟାନକ ଭାରିଆଣ୍ଟର ଭୟାନକ ରୂପ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ୍ କୁ ନେଇ ଭୟାନକ ପରିସ୍ଥିତି ରହିଛି । ନୂତନ ଭାରିଆଣ୍ଟ୍ ଓମିକ୍ରନର ସଂକ୍ରମଣ ଦେଶରେ ୧୦ ହଜାର ପାର୍ କରିଛି । ବିଶେଷ କରି ମହାନଗର ଗୁଡ଼ିକରେ ଏହି ଭାରିଆଣ୍ଟ୍ କୁ ନେଇ ଭୟ ବଢ଼ିବାରେ…

ଭାଙ୍ଗିଲା ଧାୱନଙ୍କ ୧୮ ବର୍ଷ ତଳର ରେକର୍ଡ: U-19 ବିଶ୍ୱକପରେ ଇତିହାସ ରଚିଲେ ରାଜ୍

ନୂଆଦିଲ୍ଲୀ: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପରେ କୀର୍ତ୍ତିମାନ ରଚିଛନ୍ତି । ଉଗାଣ୍ଡା ବିପକ୍ଷ ମ୍ୟାଚରେ ସେ ଅପରାଜିତ ୧୬୨ ରନ୍ ସଂଗ୍ରହ କରି ଗବର ଶିଖର ଧାୱନଙ୍କ ରେକର୍ଡକୁ ଅତିକ୍ରମ…