CHARIDHAM

ଆଜି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ! ଅନୁସରଣ କରାଯିବ ସିଇସି ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବା ଏକପ୍ରକାର ସ୍ଥିର ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୧ ତାରିଖ ବିଧିବଦ୍ଧ ଘୋଷଣା କରାଯିବା ନେଇ ସୂଚନା ମିଳିଛି ।…

ରାଶିଫଳ(ମଙ୍ଗଳବାର,୧୧ ଜାନୁଆରୀ,୨୦୨୨)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ…

ବଢ଼ିଲା ଦ୍ୱାଦଶ ଫର୍ମ ଫିଲପ୍ ଅବଧି

ଭୁବନେଶ୍ୱର: ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମ ଫିଲପ ଅବଧି ବଢ଼ାଇଲେ ସରକାର । ଆସନ୍ତାକାଲି ଶେଷ ଦିନ ଥିଲା ଯାହାକୁ ଏବେ ୧୮ ଯାଏଁ ବଢ଼ାଇଲା ଗଣଶିକ୍ଷା ବିଭାଗ । ୪୫୦ ଟଙ୍କା ଫାଇନ୍ ଦେଇ ଫର୍ମ ଫିଲପ୍ କରିହେବ ବୋଲି…

(Video) ତନ୍ତ୍ର ସାଧନା କରି ପାରିବାରିକ ସମସ୍ୟା ଦୂର କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

କାଳିସି ସାଧକଙ୍କ କଳାକାରନାମା । ପାରିବାରିକ ସମସ୍ୟାକୁ ତନ୍ତ୍ର ସାଧନାରେ ସମାଧାନ କରିଦେବା ବାହାନାରେ ମହିଳାଙ୍କ ସହ ଦୁଷ୍କର୍ମ କଲେ ଭଣ୍ଡ ବାବା । ଆଉ ଏବେ ଏହି ଭଣ୍ଡ ବାବାଙ୍କ କଳାକାରନାମା ସାମ୍ନାକୁ ଆସିଛି ।…

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପାର୍ଟିକୁ ମିଳିଲା ନିର୍ବାଚନୀ ଚିହ୍ନ

ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନୂତନ ରାଜନୈତିକ ପାର୍ଟି ପଞ୍ଜାବ ଲୋକ କଂଗ୍ରେସକୁ ସୋମବାର ଅର୍ଥାତ ଜାନୁଆରୀ ୧୦ରେ ନିର୍ବାଚନୀ ଚିହ୍ନ ମିଳିଛି। ନିର୍ବାଚନ ଆୟୋଗଙ୍କ…

ରାଜ୍ୟରେ ବଢ଼ିଲା ସରକାରୀ ଚାକିରି ସୀମା: ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ସରକାରୀ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । କାରଣ ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ବୟସ ସୀମାରେ ବୃଦ୍ଧି କରାଯାଇଛି । ଏଣିକି ୩୮ ବର୍ଷ ପର୍ଯ୍ୟନ୍ତ କରିପାରିବେ ସରକାରୀ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ପଞ୍ଜାବରେ ୧୫ ଆତଙ୍କବାଦୀ ସଂଗଠନ ସହ ଏହି ୨୪ କାରଣ ଥିଲା ବିପଦ!

ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିର ଯାଞ୍ଚ କରିବେ । ଏହି କମିଟିରେ ଡିଜିପି ଚଣ୍ଡିଗଡ଼, ଏନଆଇଏର ଆଇଜି, ପଞ୍ଜାବ ପୋଲିସର…

କଂଗ୍ରେସରେ ମିଶିଲେ ସୋନୁ ସୁଦଙ୍କ ଭଉଣୀ ମାଲଭିକା, ସିଦ୍ଧୁ କହିଲେ- ‘ଗେମଚେଞ୍ଜର’

ଚଣ୍ଡିଗଡ : ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ କଂଗ୍ରେସରେ ସାମିଲ୍ ହୋଇଛନ୍ତି। କଂଗ୍ରେସରେ ସାମିଲ୍ ହେବା ପୂର୍ବରୁ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଅଭିନେତା ସୋନୁ ସୁଦ ଏବଂ ତାଙ୍କ…

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍, ନିଜକୁ କଲେ ଆଇସୋଲେଟ୍

ପାଟନା ୧୦।୦୧ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଘରେ ନିଜକୁ ଆଇସୋଲେସନରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାବଧାନ ରହିବାକୁ ଅପିଲ୍…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୨ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସୋମବାର ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ରାଜ୍ୟରେ ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି…