ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୩ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଲ ଦୁର୍ବୃତ୍ତ

ଛତ୍ରପୁର (ଭାସ୍କା ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପ୍ରାୟଗୀ ନିକଟସ୍ଥ ସାହେବ କେନାଲ ରାସ୍ତାରେ  ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୩ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ ।…

ବନବିଭାଗ ଓ ହରିଣ ଶିକାରୀଙ୍କ ମଧୁଚନ୍ଦ୍ରିକା: ଶିକାରୀ ଫେରାର, ବିନା କାରଣରେ ଶିକ୍ଷକଙ୍କୁ ଘରୁ ଉଠାଇ ଆଣି କୋର୍ଟ ଚାଲାଣ

ରାଜନଗର (ଭାସ୍କର ନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନ ବିଭାଗର ଦୁର୍ନୀତି ପିଛା ଛାଡୁନଥିବା ବେଳେ ରେଞ୍ଜରଙ୍କ ସମ୍ପୃକ୍ତି ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଥିଲେ ମଧ୍ୟ ବନଖଣ୍ଡ ଅଧିକାରୀଙ୍କ ନିରବତା…

ଜାମିନ ସର୍ତ୍ତରେ କୋହଳ କରିବାକୁ ଆର୍ଯ୍ୟନ୍‌ ଖାନ୍‌ଙ୍କ ଆବେଦନ, ଆସନ୍ତା ସପ୍ତାହରେ ଶୁଣାଣି ହେବାର ସମ୍ଭାବନା

ମୁମ୍ବାଇ:ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଶାହରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ । ଡ୍ରଗ୍ସ ମାମଲାରେ ଜାମିନ ସର୍ତ୍ତରେ ସଂଶୋଧନ କରିବାକୁ ଆର୍ଯ୍ୟନ୍‌ ଖାନ୍‌ କୋର୍ଟଙ୍କୁ…

ଜାନୁଆରୀ ପ୍ରଥମ ସପ୍ତାହରେ ହେବ ଅଯୋଧ୍ୟା ଏୟାରପୋର୍ଟର ଶିଳାନ୍ୟାସ

ଲଖନଉ: ଅଯୋଧ୍ୟାରେ ପ୍ରସ୍ତାବିତ ହୋଇଥିବା ଶ୍ରୀରାମ ଅନ୍ତର୍ଜାତୀୟ ଏୟାରପୋର୍ଟର ଶିଳାନ୍ୟାସ୍ ନୁତନ ବର୍ଷରେ ହେବାକୁ ଯାଉଛି । ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭାଗୀୟ ଅଧିକାରୀଙ୍କ ସହ ଏକ…

ରାଶିଫଳ(ଶନିବାର,୧୧ ଡିସେମ୍ବର,୨୦୨୧)

ମେଷ - ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା…

ଟ୍ରେନରେ ରହିବେ ହୋଷ୍ଟେସ୍, ଜାଣନ୍ତୁ କେଉଁ ରେଳରେ ପାଇବେ ଏହି ସୁବିଧା

ନୂଆଦିଲ୍ଲୀ: ଏଣିକି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳିବ ବିମାନ ଭଳି ସୁବିଧା । ଏ ଦିଗରେ ବିଚାର ଚଳାଇଛି ରେଳବାଇ । ଏହି ପରିପ୍ରେକ୍ଷୀରେ ଏୟାର ହୋଷ୍ଟେସଙ୍କ ଭଳି ଟ୍ରେନରେ ଆଟେଣ୍ଡାଣ୍ଟ୍ ବ୍ୟବସ୍ଥା ପ୍ରଚଳନ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ

ବରଗଡ଼, (ଭାସ୍କର ନ୍ୟୁଜ୍‌): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣାକୁ ଲକ୍ଷ୍ୟ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ହେଲେ ଜାନୁଆରୀ ଗାଇଡ୍‌ଲାଇନ୍‌ ଆସିବା ପରେ ଏନେଇ…

ଗରିବ ପିଲାଙ୍କୁ ଟଙ୍କା ବାଣ୍ଟୁଥିଲେ ନେହା କକ୍କର, ହେଲା କିଛି ଏମିତି, ଦେଖନ୍ତୁ ଭିଡିଓ…

ମୁମ୍ବାଇ: ସୋସିଆଲ ମିଡିଆରେ ଆକ୍ଟିଭ ରହୁଥାନ୍ତି ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ନେହା କକ୍କର । ଅନେକ ସମୟରେ ତାଙ୍କୁ ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ନିକଟରେ ଏହି କଣ୍ଠଶିଳ୍ପୀ ତଥା ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ…

ପାକିସ୍ତାନରେ ଲଜ୍ଜା: ଚୋରି ଅଭିଯୋଗରେ ଯୁବତୀଙ୍କୁ ମାଡ଼ ମାରିବା ସହ ଉଲଗ୍ନ କରି ବୁଲାଇଲେ ରାସ୍ତାରେ

ପାକିସ୍ତାନରେ ମହିଳାଙ୍କ ଉପରେ କିଭଳି ବ୍ୟବହାର ହୋଇଥାଏ ତାହା କାହାକୁ ଅଛପା ନାହିଁ । ଯେତେବେଳେ ବି ପାକିସ୍ତାନରେ କୌଣସି ମହିଳାଙ୍କୁ ରାଜନୈତିକ କିମ୍ବା କୌଣସି ଅନ୍ୟ କାମରେ ଆଗକୁ ବଢ଼ିବାର ଦେଖାଯାଇଛି ସେତେବେଳେ…