ରାମ ଗୋପାଳ ବର୍ମା ସେୟାର କଲେ ୫୮ ବର୍ଷ ପୁରୁଣା ଓମିକ୍ରନ ଫଟୋ,  ଜାଣନ୍ତୁ ଏହା ପଛର ରହସ୍ୟ

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଭୟଭୀତ କରିଛି । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏମ ଏଭଳି ପୋଷ୍ଟର ସେୟାର…

ବାତ୍ୟା ଜୱାଦ ଅପଡେଟ୍: କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ୩ ଦିନ ପାଇଁ ବାତିଲ । ୩ରୁ ୫ ତାରିଖ ଯାଏଁ ଅଫିସରଙ୍କ ଛୁଟି ବାତିଲ । ପୂର୍ବରୁ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି…

ତପସ୍ୱିନୀଙ୍କୁ ମିଳିଲା ନ୍ୟାୟ: ସୁମିତଙ୍କ ସହ ଏକାଠି ରହିବା ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶ୍ୱଶୁର ଘର ସାମ୍ନାରେ ଆନ୍ଦୋଳନରେ ବସିଥିବା ତପସ୍ୱିନୀ ଦାସ ଓରଫ ଡିମ୍ପଲଙ୍କୁ ଶେଷରେ ନ୍ୟାୟ ମିଳିଛି । ଡିମ୍ପଲଙ୍କ ଆନ୍ଦୋଳନ ୧୨ ତମ ଦିନରେ ପହଞ୍ଚିଥିବା ବେଳେ ଉଭୟ ପତି ପତ୍ନୀଙ୍କୁ…

ଝାଉଁବଣରେ ପୁରୁଷ ବନ୍ଧୁଙ୍କ ସହିତ ଗପୁଥିଲେ ଯୁବତୀ: ମାଡି ଆସିଲେ ୩ ଯୁବକ ଆଉ କଲେ ଏମିତି ହଇରାଣ ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆମେ ଏକ ବିଂଶ ଶତାବ୍ଦୀରେ ପାଦ ଦେଇଛେ, ତଥାପି ମଣିଷ ନିଜର ରୁଢିବାଦୀ ଚିନ୍ତାଧାରାରୁ ବାହାରି ପାରୁନାହିଁ । ଏମିତି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ । ନିଜର ପୁରୁଷ ବନ୍ଧୁଙ୍କ…

ପିପେଡ୍ ପ୍ଲାନ ପରେ ବଢ଼ିଲା JioPhone ପ୍ଲାନ୍: ଜାଣନ୍ତୁ ନୂଆ ଦାମ୍

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ନିକଟରେ ଏହାର ସବୁ ପିପେଡ୍ ପ୍ଲାନକୁ ବଢ଼ାଇବାର ଘୋଷଣା କରିଥିଲା । ଏହା ଡିସେମ୍ବର ୧ରୁ ଲାଗୁ ମଧ୍ୟ ହୋଇଛି । ଏବେ ପୁଣି ଥରେ ଜିଓ ତରଫରୁ ଏକ ନୂଆ ନିଷ୍ପତ୍ତି ନେଇ ଘୋଷଣା…

ଚାକିରି ଖୋଜିବା ହେବ ଆହୁରି ସହଜ: ହିନ୍ଦିରେ ଉପଲବ୍ଧ ହେଲା Linkedin

ନୂଆଦିଲ୍ଲୀ: ପ୍ରଫେସନାଲ ଜବ ସର୍ଚ୍ଚ ଆପ୍ ଲିଙ୍କଡଇନ୍ ପକ୍ଷରୁ ଏକ ନୂଆ ବିକଳ୍ପ ପ୍ରଚଳନ କରାଯାଇଛି । ଭାରତୀୟ କ୍ଷେତ୍ରୀୟ ଭାଷା ଭାବରେ ହିନ୍ଦିକୁ ଲିଙ୍କଡ ଇନରେ ସାମିଲ କରାଯାଇଛି । ଏହା ଫଳରେ ବର୍ତ୍ତମାନ ଚାକିରି…

ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ; ମିର୍ଜାପୁର ରେ ‘ଲଳିତ’ ଭୂମିକାରେ ଅଭିନୟ କରି ଜିତିଥିଲେ ହୃଦୟ

ମୁମ୍ବାଇ: ଲୋକପ୍ରିୟ ୱେବ୍ ସିରିଜ ‘ମିର୍ଜାପୁର’ରେ ଲଳିତ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ଦେହାନ୍ତ । ବ୍ରହ୍ମାଙ୍କ ମୃତ୍ୟୁର ଖବର ‘ମିର୍ଜାପୁର’ରେ ମୁନ୍ନା ତ୍ରିପାଠୀ…

ବାତ୍ୟା ଜୱାଦ ଅପଡେଟ: ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଲା । ଗୋପଳପୁରଠାରୁ ଏହା ୧୦୨୦ କିମି ଦୂରରେ ରହିଛି । ପାରାଦୀପ ଠାରୁ ୧୦୬୦ କିମି ଦୂରରେ ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଲା…

ସୁନ୍ଦରତା ପାଇଁ ଖାଇବାକୁ ପଡ଼େ ୫୦ ଚାପୁଡ଼ା ! ଜାଣନ୍ତୁ କେଉଁଠି ରହିଛି ଏଭଳି ଥେରାପୀ

ସୁନ୍ଦରତା ପାଇଁ ଅନେକ ଉପାୟ ଗ୍ରହଣ କରାଯାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ସୁନ୍ଦରତା ବଢ଼ାଇବା ପାଇଁ ଦୁନିଆରେ ଏକ ଅଦ୍ଭୁତ ଥେରାପୀ ରହିଛି ଯାହା ସ୍ଲାପ୍ ଥେରାପୀ ବା ଚାପୁଡ଼ା ଥେରାପୀ ବୋଲି ଭାବରେ ଜଣା । ଏଥିର ଚାପୁଡ଼ା…

କ୍ରିକେଟରଙ୍କ ସହ ସାତଫେରା ନେଲେ ଅପରାଜିତା ଗୋଚ୍ଛିକାର; ଯୋଗ ଦେଲେ ଏକାଧିକ କ୍ରୀଡାବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଦୁଇ ଜଣାଶୁଣା କ୍ରୀଡ଼ାବିତ କ୍ରିକେଟର ସୌରଜିତ ପ୍ରଧାନୀ ଏବଂ ଚେସ ଯୁବରାଣୀ ଅପରାଜିତା ଗୋଚ୍ଛିକାର ବୁଧବାର ପୁରୀରେ ଜଗନ୍ନାଥ ସଂସ୍କୃତି, ବିଧି ଓ ରୀତିନୀତି ଅନୁସାରେ ବିବାହ…