ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ: ପଞ୍ଜାବ ସମ୍ମୁଖରେ ୧୬୫ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଏହାର ଅନ୍ତିମ ଚରଣରେ ପହଞ୍ଚିଥିବା ବେଳେ ରବିବାର ପରସ୍ପର ମୁକାବିଲା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ । ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ସହାୟତାରେ…

କଂଗ୍ରେସ ଭବନରେ କଂଗ୍ରେସ କର୍ମୀଙ୍କ ନାରାବାଜି

ଭୁବନେଶ୍ୱର: କଂଗ୍ରେସ ଭବନରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କ ନାରାବାଜି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବାକୁ ନାରାବାଜି । ପିପିଲି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ…

ଅମୀମାଂସିତ ଭାବରେ ଶେଷ ହେଲା ଐତିହାସିକ Day-Nightଟେଷ୍ଟ

ନୂଆଦିଲ୍ଳୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ଐତିହାସିକ ମହିଳା ଦିବାରାତ୍ର ଟେଷ୍ଟ ମ୍ୟାଚ ଅମୀମାଂସିତ ଭାବରେ ଶେଷ ହୋଇଛି । ବର୍ଷା କାରଣରୁ ଗୋଟିଏ ଦିନର ଖେଳ ଧୋଇଯିବାରୁ ଟେଷ୍ଟଟି ଅମୀମାଂସିତ…

ପିପିଲି ଉପ ନିର୍ବାଚନ ଫଳାଫଳ: ୨୦ ରାଉଣ୍ଡ ସୁଦ୍ଧା ୨୦,୨୯୯ ଭୋଟରେ ଆଗରେ ବିଜେଡି

ଭୁବନେଶ୍ୱର: ଜାରି ରହିଛି ପିପିଲି ଉପ ନିର୍ବାଚନ ଭୋଟ ଗଣତି । ଏବେ ଆସିଛି ୨୦ତମ ରାଉଣ୍ଡ ଫଳାଫଳ । ୧୭ ରାଉଣ୍ଡ ସୁଦ୍ଧା ବିଜେଡି ୨୦,୨୯୯ ହଜାର ଭୋଟରେ ଆଗୁଆ ରହିଛି । ୨୦ ରାଉଣ୍ଡ ସୁଦ୍ଧା ବିଜେଡି ୭୮,୩୭୭ ଭୋଟ ସହ…

ନନ୍ଦିଗ୍ରାମକୁ ମୁହଁତୋଡ ଜବାବ ଦେଇଛି ଭବାନୀପୁର ଫଳାଫଳ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭାବନୀପୁର ଉପ ନିର୍ବାଚନରେ ବିଜୟୀ ହେବା ପରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୫୮୮୩୨ ଭୋଟର ବିଶାଳ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପରାସ୍ତ…

୧୭ ରାଉଣ୍ଡରେ ବି ଆଗରେ ବିଜେଡି

ଭୁବନେଶ୍ୱର: ଜାରି ରହିଛି ପିପିଲି ଉପ ନିର୍ବାଚନ ଭୋଟ ଗଣତି । ଏବେ ଆସିଛି ୧୭ ରାଉଣ୍ଡ ଫଳାଫଳ । ୧୭ ରାଉଣ୍ଡ ସୁଦ୍ଧା ବିଜେଡି ୧୯,୩୨୮ ଭୋଟରେ ଆଗୁଆ ରହିଛି । ୧୭ ରାଉଣ୍ଡ ସୁଦ୍ଧା ବିଜେଡି ୬୭,୯୨୫ ଭୋଟ ସହ ପ୍ରଥମ…

ପିିପିଲି ଜନାଦେଶ: ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୩ ହଜାର ଭୋଟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପିପିଲି ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ୧୬ ନମ୍ବର ରାଉଣ୍ଡର ଫଳାଫଳ ଆସିଛି । ବିଜେଡି ୬୩୪୩୭ ଭୋଟ ସହିତ ଅଗ୍ରଣୀ ବଜାୟ ରଖିଛି । ୧୬ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡି…

ପିିପିଲି ଜନାଦେଶ: ୧୩ ନମ୍ବର ରାଉଣ୍ଡ ସୁଦ୍ଧା ୧୪ ହଜାର ଭୋଟରେ ଆଗୁଆ ବିଜେଡି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନରେ ଭୋଟ ଗଣତି ଜାରି ରହିଥିବା ବେଳେ ଆଗୁଆ ରହିଛନ୍ତି ବିଜେଡିର ରୁଦ୍ର ପ୍ରସାଦ ମହାରଥୀ । ଆରମ୍ଭରୁ ଅଗ୍ରଣୀ ବଜାୟ ରଖିଥିବା ରୁଦ୍ର ୧୩ ନମ୍ବର ରାଉଣ୍ଡ ଭୋଟ ଗଣତି…

ଗିରଫ ହେଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟାନ

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ୍ ଙ୍କ ପୁଅ ଆର୍ୟାନ ଖାନ ଗିରଫ । ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିଥିଲେ । ଆର୍ୟନଙ୍କ ସହ ମୋଟ ୮ ଜଣଙ୍କୁ ଧରିଥିଲା ଏନସିବି । ସେମାନଙ୍କୁ ଅଟକ ରଖି ପଚରାଉଚରା…

ମନୋଜ ବାଜପେୟୀଙ୍କ ପିତାଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ଦେହାନ୍ତ । ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । କିଛିଦିନ ତଳେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି…