CHARIDHAM

ଶିକ୍ଷାପର୍ବରେ ଏକାଧିକ ଯୋଜନାର ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ଶିକ୍ଷକ ପର୍ବ ଅବସରରେ ଏକାଧିକ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦ୍ୟାଞ୍ଜଳି ୨.୦, ନିଷ୍ଠା ୩.୦ ସମେତ ଟକିଂ ବୁକ୍ସ ଓ ୧୦ ହଜାର ଶବ୍ଦ ବିଶିଷ୍ଟ ଭାରତୀୟ ସାଙ୍କେତିକ…

ଲଗାତର ଦ୍ୱିତୀୟ ଦିନ ଶସ୍ତା ହେଲା ସୁନା, ରୁପା ଦାମ୍ ବି ଖସିଲା; ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡର କଣ ରହିଛି ଦାମ୍

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଘରୋଇ ବଜାରରେ କ୍ରମାଗତ ଦ୍ୱିତୀୟ ଦିନ ସୁନାର ମୂଲ୍ୟ ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ଏମସିଏକ୍ସରେ, ସୁନା ୦.୦୪ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୭,୪୦୬…

Ration Card ସହିତ ଏହି ପ୍ରକ୍ରିୟାରେ ଯୋଡ଼ନ୍ତୁ ପରିବାର ସଦସ୍ୟଙ୍କ ନାମ, ଫ୍ରୀ ରେ ମିଳିବ ରାସନ; ଆହୁରି ଅନେକ ଫାଇଦା

ନୂଆଦିଲ୍ଲୀ: ରାସନ କାର୍ଡରେ ନାମ ଯୋଡ଼ିବା ହେଉଛି ସବୁଠାରୁ ଜରୁରୀ କାମ । ଯଦି ଆପଣ ନିଜ ପରିବାର ସଦସ୍ୟଙ୍କ ନାମ ରାସନ କାର୍ଡ ସହିତ ଯୋଡ଼ିବାକୁ ଚାହୁଁଛନ୍ତି ତାହେଲେ ଏବେ ଆପଣଙ୍କୁ ଆଉ କୌଣସି ଚିନ୍ତା କରିବାକୁ ପଡ଼ିବ…

ମନ୍ଦିର ସମ୍ପତିର ମାଲିକ ଭଗବାନ ହୋଇଥାନ୍ତି, ପୂଜାରି ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯେକୌଣସି ମନ୍ଦିରରେ ଗଚ୍ଛିତ ଥିବା ସମ୍ପତିର ମାଲିକ ମନ୍ଦିରରେ ଅଧିଷ୍ଠିତ ଥିବା ଦେବତା ହୋଇଥାନ୍ତି । ସେଠାରେ ପୂଜା କରୁଥିବା ପୂଜାରି ନୁହେଁ । ଏପରି ଏକ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ।…

ଚିଟଫଣ୍ଡ ଲିଙ୍କ ମାମଲାରେ ପୂର୍ବତନ ବିଧାୟକ ଗିରଫ

ବିଶାଖାପାଟଣା: ଚିଟଫଣ୍ଡ ଲିଙ୍କ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ ଗିରଫ । ବିଶାଖାପାଟଣା ପଶ୍ଚିମ ଜୋନର ବିଧାୟକ ଥିବା ଏମ.ଭି ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ବିଶାଖାପାଟଣାରୁ…

କଣ କହୁଛି କାମଶାସ୍ତ୍ର :ନାରୀ ସ୍ଵଭାବ, ଗୁଣ ଓ ଚରିତ୍ର ସମ୍ୟକରେ ଜାଣନ୍ତୁ

ରତିରହସ୍ୟ ବା କାମଶାସ୍ତ୍ରରେ ପ୍ରେମ ଓ ତନ୍ତ୍ର ଈଶ୍ୱର ମାଗୌରୀ ଶଙ୍କର ଙ୍କୁ ପ୍ରଣାମ । ଉଭୟ ଏକ ଏବଂ ଅଭିନ୍ନ । ୧.ପୁରୁଷ ପ୍ରକୃତି ଏକ ଭ୍ରମର ପରି , ଆଉ ନାରୀ ଫୁଲ ପରି । ଅର୍ଥାତ୍ ପୁରୁଷ କାମନା…

ନାଗପୁରରେ ପହଞ୍ଚିଲା ତୃତୀୟ ଲହର, ମନ୍ତ୍ରୀ କହିଲେ- ‘ପୁଣି ଲାଗିବ କଟକଣା’

ନାଗପୁର: ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଗତକିଛି ଦିନ ହେବ ପୁଣି ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି । ରାଜ୍ୟ କ୍ୟାବିନେଟ…

ରାଜ୍ୟରେ ପୁଣି ୬୩୮ ପଜିଟିଭ୍ ଚିହ୍ନଟ, ୯୩ ଶିଶୁ ଆକ୍ରାନ୍ତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦେଖିଲେ କାହିଁକି ଲାଗିଥାଏ ଦୋଷ ? ଜାଣନ୍ତୁ କାରଣ ଓ ଏଥିରୁ ରକ୍ଷା ପାଇବାର ଉପାୟ

ଆଉ ୨ ଦିନ ପରେ ଆସୁଛି ଗଣେଶ ଚତୁର୍ଥୀ । ଚଳିତବର୍ଷ ସେପ୍ଟେମ୍ବର ୧୦ରୁ ଗଣେଶୋତ୍ସବ ଆରମ୍ଭ ହେବ । ଉତ୍ସବ ଦିନ ଅର୍ଥାତ୍ ଗଣେଷ ଚତୁର୍ଥୀରେ ଚନ୍ଦ୍ରକୁ ଦେଖନ୍ତୁ ନାହିଁ । ଧର୍ମ ଓ ପୁରାଣରେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର…

ରାଜ୍ୟରୁ ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…