କରୋନା ଭାକ୍ସିନ୍ ପ୍ରସ୍ତୁତ କରିବାକୁ ଗଠନ ହେଲା ଟାସ୍କ ଫୋର୍ସ

ନୂଆଦିଲ୍ଲୀ: କରୋନା ଭାଇରସ୍ ସମ୍ପର୍କରେ ରିସର୍ଚ୍ଚ ଓ ଭ୍ୟାକ୍ସିନ୍ ପ୍ରସ୍ତୁତ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ରାତିରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏହି ଟାସ୍କ ଫୋର୍ସରେ…

ଟୁଇନ୍ସିଟିରେ କୋହଳ ହେବନି କଟକଣା

ଭୁବନେଶ୍ୱର, ୧୯ା୪ (ଓଡ଼ିଶା ଭାସ୍କର) : ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ କଟକଣା କୋହଳ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବାବେଳେ ଭୁବନେଶ୍ୱର ଓ କଟକରେ କଟକଣା କୋହଳ ହେବନାହିିଁ ବୋଲି ବିଏମ୍ସି ଓ କମିଶନରେଟ…

ଶ୍ରୀମନ୍ଦିରରେ କରୋନା କଟକଣା ଉଲ୍ଲଂଘନ କରି ଥାନାବାବୁ ଅଟକ

ପୁରୀ,୧୯/୪(ଓଡିଶା ଭାସ୍କର): ଯାଜପୁର ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନାଙ୍କ ସପରିବାର ସିଂହଦ୍ବାର ଥାନାରେ ଅଟକ ରହିଛନ୍ତି । ଦକ୍ଷିଣ ଦ୍ବାର ଦେଇ ପରିବାର ସହ ମନ୍ଦିରକୁ ଧସେଇ  ହୋଇ ପଶିଥିଲେ ଥାନାବାବୁ ।…

ଭୁବନେଶ୍ୱରରେ କାଲି କଣ ଖୋଲା ରହିବ ,କଣ ରହିବ ବନ୍ଦ

ଭୁବନେଶ୍ୱର:୧୯ । ୪(ଓଡିଶା ଭାସ୍କର):କାଲିଠୁ କୋହଳ ହେବ ଲକ୍ ଡାଉନ । କେନ୍ଦ୍ର ସରକାର ଏନେଇ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । କିନ୍ତ୍ୁ ଆପଣ ଯଦି ଭୁବନେଶ୍ୱର ବାସୀ ତା ହେଲେ ଜାଣି ନିଅନ୍ତୁ କାଲିଠୁ କଣ ଖୋଲିବ କଣ…

୧୪ ନୁହେଁ, ୨୮ ଦିନ ପରେ ନଜର ଆସୁଛି କରୋନା ଲକ୍ଷଣ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ୧୪ ଦିନିଆ କ୍ୱାରେଣ୍ଟାଇନ ଉପରେ ଏବେ ପ୍ରଶ୍ନ ଉଠିଛି । ଡବ୍ଲୁଏଚଓର ଗାଇଡଲାଇନ୍ ଅନୁସାରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ୧୪ ଦିନ ପରେ କରୋନା ଲକ୍ଷଣ ଜଣାପଡେ । କିନ୍ତୁ…

ଏହି ସମୟରେ ଝିଅମାନେ ହୁଅନ୍ତି ଅଧିକ ରୋମାଣ୍ଟିକ୍

କେଉଁ ବୟସରେ ଝିଅମାନେ ଅଧିକ ରୋମାଣ୍ଟିକ ହୁଅନ୍ତି, ତାହା ଅଧିକାଂଶ ପୁଅ ଜାଣିବାକୁ ଚାହାନ୍ତି । ବହୁ ସମୟରେ ଏନେଇ ଅନେକ ରିସର୍ଚ୍ଚ ମଧ୍ୟ ହୋଇଛି । ନିକଟରେ ଏକ ବିଦେଶୀ କମ୍ପାନୀ ଦ୍ୱାରା ଏହି ବିଷୟରେ ସର୍ଭେ…

ଲକ୍ଷାଧିକ ଟଙ୍କାର ବିଦେଶୀମଦ ଜବତ ମାଲିକକୁ ଗିରଫ କଲା ପୋଲିସ

ବିଦେଶୀ ଚୋରାମଦ ଗୋଦାମ ଉପରେ ଅତର୍କିତ ପୋଲିସ ଚଢ଼ାଉ। ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଚ୍ଛିତ ଥିବା ବେଆଇନ ବିଦେଶୀମଦ ଜବତ। ତେବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୧ ନମ୍ବରୱାର୍ଡ଼ର ଘଟଣା। ଏଠାରେ ଥିବା…

୨୪ଘଣ୍ଟାରେ ସାମ୍ନାକୁ ଆସିଛି ୧୩୪୮ନୂଆ କେସ୍

ନୂଆଦିଲ୍ଲୀ, ୧୯ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦ କଟକଣା କଡ଼ାକଡ଼ି ଭାବେ…

କରୋନା ମୁକାବିଲା, ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ୱର, ୧୯ା୪(ଓଡ଼ିଶାଭାସ୍କର): ଆଜି ରାଜ୍ୟବାସୀଙ୍କୁ ଭିଡ଼ିଓ ମେସେଜ ଜରିଆରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।…