ଐତିହାସିକ ବିଜୟ ପରେ ଏପରି ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ । ପଦକ ପାଇଁ ଲଢ଼େଇରେ…

ହକିରେ ଭାରତକୁ ମିଳିଲା ଐତିହାସିକ ବ୍ରୋଞ୍ଜ, ୪୧ ବର୍ଷ ପରେ ଜିତିଲା ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୪ତମ ଦିବସ । ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ମିଳିଛି ଐତିହାସିକ ବ୍ରୋଞ୍ଜ ପଦକ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ…

ରାଜ୍ୟରେ କରୋନା ନେଲା ୬୮ ମୁଣ୍ଡ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା…

ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ: ବଜ୍ରପାତରେ ଆଖିବୁଜିଲେ ୧୬ ଜଣ, ବର ଆହତ

ଢାକା (ଭାସ୍କର ନ୍ୟୁଜ୍): ବାହାଘର ପାର୍ଟି ଚାଲିଥିବା ବେଳେ ଆକାଶରୁ ଖସିଛି ମୃତ୍ୟୁ । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘନଘନ ବିଜୁଳି ମାଡ଼ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ବିଜୁଳି ମାଡ଼ରେ ବର ଗୁରୁତର ଆହତ…

ଆଜି ରାଜ୍ୟରେ ୧୩୪୨ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ପ୍ରେମିକାକୁ କାର୍ ଉପରେ ବାନ୍ଧି ବୁଲାଇଲା ସାରା ସହର, ଭିଡିଓ ଭାଇରାଲ

ମସ୍କୋ: ରୁଷରେ ଜଣେ ଦମ୍ପତ୍ତିଙ୍କ ଏକ ଅଦ୍ଭୁତ ଟ୍ରଷ୍ଟ ଟେଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ଦୁହିଁଙ୍କ ଉପରେ କେତେ ଭରସା କରନ୍ତି, ସେନେଇ ଦମ୍ପତ୍ତି ଚଳନ୍ତା ଗାଡ଼ିରେ ଷ୍ଟଣ୍ଟ୍ ପ୍ରଦର୍ଶନ…

ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳୀଙ୍କ ମୃତ୍ୟୁ, ଡ୍ରାଇଭରକୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟଲୋକ

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ନିଶ୍ଚିନ୍ତକୋଇଲି ବ୍ଲକ କଟକଚା ଚାନ୍ଦବାଲି ରାସ୍ତାର କଟିକଟା ବଜାରରେ ଏକ ଟ୍ୟାଙ୍କର ଧକ୍କାରେ ରାତ୍ରି ଜଗୁଆଳିଙ୍କର ମୃତ୍ୟୁ ହୋଇଛି । ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର…

ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇର ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ୟାଙ୍କ ନିଜର ଗ୍ରାହକଙ୍କ ହୋମ୍ ଲୋନର ପ୍ରୋସେସିଙ୍ଗ ଶୁଳ୍କକୁ ଛାଡ କରିଛି । ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା…

ଆସନ୍ତା ୧୦ରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଆସନ୍ତା ୧୦ ତାରିଖରେ ଖୋଲିବ ପଠାଣିସାମନ୍ତ ପ୍ଲାନେଟାରିୟମ୍ ଓ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍। କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏନେଇ ପଠାଣି…

ରାସ୍ତାରେ ଭ୍ୟାନ୍ ଛାଡ଼ି ଚମ୍ପଟ୍ ମାରିଲେ ଡ୍ରାଇଭର, ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ସହ ୨ ଭ୍ୟାନ୍‌ ଜବତ କଲା ଚାନ୍ଦପୁର ପୋଲିସ

ରଣପୁର (ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଦେଇ ଅନେକ ଚୋରା ବେଆଇନ୍‌ ବିଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…