ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଦିଲ୍ଲୀ କ୍ୟାବିନେଟରେ ମଞ୍ଜୁରୀ, ୫୪ ବଦଳରେ ପାଇବେ ୯୦ ହଜାର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ ଆଜି ବିଧାୟକଙ୍କ ଦରମା-ଭତ୍ତା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି । ଏଣିକି ଦିଲ୍ଲୀରେ ବିଧାୟକଙ୍କୁ ପ୍ରତି ମାସରେ ୯୦ ହଜାର ଟଙ୍କା ମିଳିବ, ଯେଉଁଥିରେ ତାଙ୍କର ଦରମା ଓ ଅନ୍ୟ…

୨୦୩୦ ସୁଦ୍ଧା ଦୁନିଆର ସର୍ବଶ୍ରେଷ୍ଠ ଦେଶ ହେବ ଭାରତ, କାରଣ ଦର୍ଶାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ୨୦୩୦ ସୁଦ୍ଧା ଭାରତ ପ୍ରତିଟି କ୍ଷେତ୍ରରେ ଦୁନିଆର ନେତୃତ୍ୱ ନେଇପାରେ । ଏହା କହିଛନ୍ତି ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରଦୂତ । ତାଙ୍କ ମତରେ ଦୁନିଆର ଦୁଇ ସବୁଠୁ ବଡ ଗଣତନ୍ତ୍ର ଏକାଠି ମିଶି ବହୁତ କିଛି…

Redmiର ପ୍ରଥମ ଲାପଟପ୍ ଆଜି ଲଞ୍ଚ ହେବ ଭାରତରେ, ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍

ନୂଆଦିଲ୍ଲୀ: ରେଡମି ବୁକ୍ ସିରିଜ ଲାପଟପ୍ ଆଜି ଭାରତରେ ଲଞ୍ଚ କରାଯିବ । ରେଡମି ବୁକ୍ ସିରିଜ ଜିଓମିର ରେଡମି ବ୍ରାଣ୍ଡର ପ୍ରଥମ ଲାପଟପ ବଜାରରେ ଉପଲବ୍ଧ ହେବ । ଏହା ପୂର୍ବରୁ ରେଡମି ବୁକ ଲାପଟପ ଚୀନରେ ଲଞ୍ଚ କରାଯାଇଥିଲା…

ସେପ୍ଟେମ୍ବର ୩ ସୁଦ୍ଧା ଦେଶ ଛାଡି ଚାଲି ଯାଅ, ରୁଷିଆର ୨୪ ରାଷ୍ଟ୍ରଦୂତଙ୍କୁ ଆମେରିକାର ଆଦେଶ

ନୂଆଦିଲ୍ଲୀ: ଆମେରିକା ଭିସା ଅବଧି ସରି ଯିବାରୁ ରୁଷିଆର ୨୪ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡି ଚାଲି ଯିବାକୁ ଆଦେଶ ଦେଇଛି । ରୁଷିଆର ରାଜଦୂତ ଅନାତୋଲି କହିଛନ୍ତି, ପ୍ରାୟ ସମସ୍ତ ରାଜଦୂତଙ୍କୁ ଆମେରିକା ଦେଶ ଛାଡି ଚାଲି…

ଖେଳ ବ୍ୟତୀତ ରୋଜଗାରରେ ବି ନମ୍ବର ୱାନ୍ ପିବି ସିନ୍ଧୁ, ଗୋଟିଏ ଦିନରେ କମାଉଛନ୍ତି ଦେଢ଼ କୋଟି

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ଖିଲାଡୀ ପିବି ସିନ୍ଧୁ ଟୋକିଓ ଅଲିମ୍ପିକ୍ ରେ କାଂସ୍ୟ ପଦକ ଜିତିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଲଗାତର ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ଭାରତର ପ୍ରଥମ ମହିଳା…

କରୋନା କାଳରେ ଆମେରିକାରେ ବ୍ୟାପୁଛି ଆରଏସ ଭାଇରସ୍, ଶିଶୁ ହେଉଛନ୍ତି ଶିକାର

ୱାଶିଂଟନ୍: କରୋନା ଭାଇରସର ବଢୁଥିବା ମାଲା ମଧ୍ୟରେ ଆମେରିକାରେ ନୂଆ ସମସ୍ୟା ସୃଷ୍ଟି ହୋଇଛି । କରୋନା କାଳରେ ଆରଏସ ଭାଇରସ୍ ଏଣ୍ଟ୍ରି ମାରିଛି । ଅତ୍ୟଧିକ ସଂକ୍ରାମକ ଏହି ରୋଗ ୨ ସପ୍ତାହରୁ ୧୭ ବର୍ଷ ବୟସର ପିଲାଙ୍କୁ…

କଠୁଆରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ରଞ୍ଜିତ ସାଗର ଡ୍ୟାମରେ ଖସି ପଡିଲା

ଶ୍ରୀନଗର : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଜିଲ୍ଲାର ରଞ୍ଜିତ ସାଗର ଡ୍ୟାମ ନିକଟରେ ଖସି ପଡିଛିି । ଘଟଣାର ସୂଚନା ମିଳିବା…

ସଂସଦକୁ ଆଗକୁ ବଢ଼ିବାକୁ ନଦେବା ହେଉଛି ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ଅପମାନ: ମୋଦୀ

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ସମୟରେ ଲଗାତର ଭାବରେ ବିପକ୍ଷ ମାନଙ୍କ ହଟ୍ଟଗୋଳ କାରଣରୁ ଅଧିବେଶନ ପରିଚାଳନାରେ ବାଧା ସୃଷ୍ଟି ହେଉଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପମାନଜନକ ବୋଲି କହିଛନ୍ତି । ସେ…

ବଡ ଖବର: କାଲିଠାରୁ କଟକରେ ଖୋଲିବ ଧର୍ମାନୁଷ୍ଠାନ

କଟକ(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ କଟକ ଜିଲ୍ଲାରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାରେ ସମସ୍ତ…

ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

ନୂଆଦିଲ୍ଲୀ: ସିବିଏସଇ ଦଶମ ପରୀକ୍ଷା ଫଳାଫଳ ଆଜି ଦିନ ୧୨ ଟାରେ ପ୍ରକାଶ ପାଇଛି । ରେଜଲ୍ଟ ଦୁଇଟି ୱେବସାଇଟ୍ ରେ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ମାନେ cbseresults.nic.in ଓ cbse.gov.in ରେ ପରୀକ୍ଷା ଫଳ…