ନିର୍ଭୟା ମାମଲା: ଦିଲ୍ଲୀ ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨ ।୨: ନିର୍ଭୟା ଗଣଦୁଷ୍କର୍ମରେ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନର ଶୁଣାଣିକୁ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ । ଗୃହ ମନ୍ତ୍ରଳାୟର ଅର୍ଜି ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି…

ଚୀନ ନାଗରିକଙ୍କ ଇ-ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ,୨ ।୨: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କରୋନା ଭାଇରସର ଏହି ଭୟଙ୍କର ସ୍ଥିତି ପାଇଁ ଚୀନ ନାଗରିକଙ୍କ ଅନଲାଇନ୍ ଭିସା ଆବେଦନ…

କରୋନା ପାଇଁ ଜାରି ହେଲା କଣ୍ଟ୍ରୋଲରୁମ ନମ୍ବର

ଭୁବନେଶ୍ୱର, ୨ା୨(ଓଡ଼ିଶା ଭାସ୍କର): କରୋନା ପାଇଁ ଚାରିଆଡ଼େ ଲୋକମାନେ ଭୟଭୀତ ହୋଇ ରହିଛନ୍ତି । ଚାଇନାରେ ୩୦୦ରୁ ଉଦ୍ଧ୍ୱର୍ ଲୋକ ଏଥି ପାଇଁ ପ୍ରାଣ ହରେଇଲେଣି । ଏହାରି ମଧ୍ୟରେ କରୋନା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ…

କାର୍ ଧକ୍କାରେ ଜଣେ ମୃତ

ଖୋର୍ଦ୍ଧା, ୨ା୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ସ୍ଥିତ ବେଗୁନିଆ ଥାନା ଗଡ଼ତରା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି । ସେଠାରେ କାର୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ହେଉଛନ୍ତି ଗଡ଼ତରାର ଜଗନ୍ନାଥ…

ନ୍ୟୁଜିଲାଣ୍ଡ ମାଟିରେ ଭାରତର ଐତିହାସିକ ସିରିଜ ବିଜୟ

ମାଉଣ୍ଟମଙ୍ଗନୁଇ,୨ ।୨: ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ସିରିଜ ବିଜୟ କଲା ଭାରତ । ଆଜିର ଅନ୍ତିମ ମ୍ୟାଚରେ ୭ ରନରେ ହାରିଲା ନ୍ୟୁଜିଲାଣ୍ଡ । ମ୍ୟାଚ୍ ସହ ସିରିଜକୁ ୫-୦ରେ କବଜା କଲା ଭାରତ । ନ୍ୟୁଜିଲାଣ୍ଡ ୨୦ ଓଭରରେ ୯…

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ, ୨ା୨(ଓଡ଼ିଶା ଭାସ୍କର): ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟକ ସ୍ଥିତ ସତୀଚଉରା ଶ୍ମସାନରେ ବିପ୍ଳବୀ କବିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବିପ୍ଳବୀ କବି ରବି ସିଂଙ୍କ ଆଜି…