ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୩୦ ।୧: ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଆଜି ତିରୋଧାନ ଦିବସ । ଆଜିବି ସମଗ୍ର ଦେଶବାସୀ ଗାନ୍ଧୀଙ୍କୁ ମନେ ପକାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ…

ଚଳିତ ବର୍ଷ ଲାଗୁ ହେବନି ୩୩% ନିୟମ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): +୨ ପ୍ରଥମ ବର୍ଷରେ ୩୩% ମାର୍କ ନରଖିଲେ ଫେଲ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ଚଳିତବର୍ଷ ପାଇଁ ଏହି ନିୟମ ଲାଗୁ ହେବ…

ଆଜିଠାରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁୁବନେଶ୍ୱର,୩୦ ।୧: ଆଜିଠାରୁ ଓଡିଶାରେ ୪ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଭାରତବର୍ଷରେ ଶୁକ୍ରବାରଠାରୁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଆଜି ସରସ୍ୱତୀ ପୂଜା ପାଇଁ କେବଳ ଓଡିଶାରେ ସମସ୍ତ ବ୍ୟାଙ୍କ ବନ୍ଦ…

କମିବ ଶୀତ, ବଢିବ କୁହୁଡି

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ପାଗ ଶୁଖିଲା ରହିବ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ରାଜ୍ୟରେ ଶୀତର ପ୍ରଭାବ…

ରାଜକ୍ଷମା ଆବେଦନ କଲା ଦୋଷୀ ବିନୟ

ନୂଆଦିଲ୍ଲୀ, ୨୯ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ରାଜକ୍ଷମା ଆବେଦନ କରିଛି ଦୋଷୀ ବିନୟ ଶର୍ମା । ଏନେଇ ସୂଚନା ଦେଇଛନ୍ତି ବିନୟର ଓକିଲ ଏ.ପି. ସିଂହ । ଏହାସହ ଆଜି ଦୋଷୀ ଅକ୍ଷୟ ଦାଖଲ କରିଛି କ୍ୟୁରେଟିଭ ପିଟିସନ…

ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ଛାତ୍ରୀ ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି । ଲୋକସେବା ଭବନରେ ତିନି ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ ଶିକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଉକ୍ରର୍ଷ କେନ୍ଦ୍ର ଭାବେ ବିକଶିତ ହେବ ରାଜ୍ୟର ୧୦୧ଟି ସ୍କୁଲ । ବିଦ୍ୟାଳୟକୁ ଉକ୍ରର୍ଷ କେନ୍ଦ୍ର ରୂପେ ବିକଶିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…

ମୋ ସରକାରରେ ସାମିଲ ହେଲା ଶ୍ରମ ଓ ଇଏସଆଇ ବିଭାଗ

ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଆଜି ମୋ ସରକାରରେ ସାମିଲ ହୋଇଛି ଆଉ ଏକ ବିଭାଗ । ମୋ ସରକାରରେ ସାମିଲ ହୋଇଛି ଶ୍ରମ ଓ ଇଏସଆଇ ବିଭାଗ । ବିଭାଗରେ ସ୍ୱଚ୍ଛତା ଆଣିବା ଲାଗି ପଦକ୍ଷେପ ନିଆଯାଇଛି । ଲୋକସେବା ଭବନରେ…

ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା, ୨୯ା୧: ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନ ଉଡ଼ିବ । ମାର୍ଚ୍ଚ ୨୮ରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ । ଝାରସୁଗୁଡ଼ାରୁ ମୁମ୍ବାଇ ଯାଏଁ ସ୍ପାଇସ ଜେଟ ବମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି…

ନର୍ଭୟା ମାମଲା, ପୁଣି ଘୁଞ୍ଚିପାରେ ଫାଶୀ ତାରିଖ!

ନୂଆଦିଲ୍ଲୀ, ୨୯ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ୪ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିପାରେ ବୋଲି ଚର୍ଚ୍ଚା ଚାଲିଛି । ଫେବ୍ରୁଆରି ୧ରେ ୪ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।…