Browsing Tag

#India

ଭାରତରୁ ଭୁଟାନକୁ ଚାଲିବ ଟ୍ରେନ୍‌: ଦୁଇ ଦେଶ ମଧ୍ୟରେ ଏମ୍‌ଓୟୁ ଚୂଡ଼ାନ୍ତ ସୂଚନା

ନୂଆଦିଲ୍ଲୀ: ଭାରତ ଏବଂ ଭୁଟାନ ମଧ୍ୟରେ ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ଵାକ୍ଷର…

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏନେଇ କହିଲେ…

ନୂଆଦିଲ୍ଲୀ: ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ମସ୍କୋରେ ହୋଇଥିବା ଆତଙ୍କବାଦୀ…

ବାଂଲାଦେଶ, ପାକିସ୍ତାନ ଓ ଭାରତରେ ବାୟୁର ଗୁଣବତ୍ତା ସବୁଠୁ ଖରାପ: ଆଇକ୍ୟୁ ରିପୋର୍ଟ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଦୃତ ଶିଳ୍ପାୟନ ଓ ସହରିକରଣ ଯୋଗୁଁ ବଦଳୁଛି ଜଳବାୟୁ, ବଦଳୁଛି ବାୟୁମଣ୍ଡଳର ସ୍ଥିତି । ଯେଉଁଥିପାଇଁ ବାୟୁର ଗୁଣବତ୍ତାରେ ଭୟାନକ ପରିବର୍ତ୍ତନ ଦେଖାଦେଲାଣି । ଏୟାର କ୍ୱାଲିଟି ଟେକ୍ନୋଲୋଜି…

BCCI ସମ୍ପାଦକଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା: ଭାରତରେ ଖେଳାଯିବ ଆଇପିଏଲ-୨୦୨୪, ୟୁଏଇ ସ୍ଥାନାନ୍ତର ଗୁଜବକୁ ପ୍ରତ୍ୟାଖ୍ୟାନ କଲେ ଜୟ ଶାହ

ନୂଆଦିଲ୍ଲୀ: ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭାରତରେ ଖେଳାଯିବ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୪ । ଆଇପିଏଲ ବିଦେଶକୁ ସ୍ଥାନାନ୍ତର ହେବ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

ଦେଶରେ ରହିଛନ୍ତି ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର: ନିର୍ବାଚନ ଆୟୋଗ

ଓଡ଼ିଶା ଭାସ୍କର: ଦେଶର ୯୬.୬ କୋଟି ପଞ୍ଜୀକୃତ ଭୋଟର ନୂତନ ସରକାର ଗଠନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୦.୫ ଲକ୍ଷ ଅଧିକ ବୁଥ ନିର୍ବାଚନ କମିଶନ ପକ୍ଷରୁ ସମଗ୍ର ଦେଶରେ ତିଆରି କରାଯିବ। ନିର୍ବାଚନକୁ…

ଇସଲାମୋଫୋବିଆକୁ ନିନ୍ଦା କରିବା ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଲା ଭାରତ; ଜାଣନ୍ତୁ କ’ଣ କହିଲେ ରାଷ୍ଟ୍ରଦୂତ?

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ସଭାରେ ଇସଲାମୋଫୋବିଆକୁ ନିନ୍ଦା କରିବା ପାଇଁ ପାକିସ୍ତାନ ଆଣିଥିବା ପ୍ରସ୍ତାବ ଉପରେ ଭୋଟ୍ ଦେବାରୁ ଭାରତ ଦୂରେଇ ରହିଥିଲା । ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ…

ହୋଟେଲ ରୁମ୍‌ ଭିତରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନ୍‌ଭିନ୍‌ ଆରମ୍ଭ

ଓଡ଼ିଶା ଭାସ୍କର: ହୋଟେଲ ରୁମ୍‌ ଭିତରୁ ବିଦେଶିନୀଙ୍କ ମୃତଦେହ ଉଦ୍ଧାର। ଉଜ୍ୱେକିସ୍ତାନର ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏଭଳି ଏକ ଘଟଣା ବେଙ୍ଗାଲୁରୁର ଏକ ହୋଟେଲ ରୁମରେ ଘଟିଥିବା…

ଭାରତର ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ତେଜସ” ବିମାନ ଦୁର୍ଘଟଣାଗ୍ରସ୍ତ

ଓଡ଼ିଶା ଭାସ୍କର: ୨୩ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁ ସେନାର ଲଢୁଆ ବିମାନ ''ତେଜସ'' ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ଜୈସଲମେରର ଜବାହର ନଗର ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ…

CAAକୁ ବିରୋଧ କଲେ ଥଲପତି ବିଜୟ, ଏହାକୁ ନେଇ କହିଲେ ଏମିତି କିଛି…

ଓଡ଼ିଶା ଭାସ୍କର: ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ। କିନ୍ତୁ ଏହାକୁ ବିରୋଧ କରିଛନ୍ତି ଲୋକପ୍ରିୟ ଅଭିନେତା ତଥା ରାଜନେତା ଥାଲପତି ବିଜୟ। ଏଥିରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଗ୍ରହଣୀୟ ନୁହେଁ…

ପିଆଜ ଷ୍ଟକ୍ ବଢ଼ାଇବା ପାଇଁ ବଡ଼ ଯୋଜନା; ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ପିଆଜ ପାଇଁ ଯେପରି ସାଧାରଣ ଲୋକ ଆଉ ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି ସରକାର। ଏଥିପାଇଁ ସରକାର ପିଆଜର ସୁରକ୍ଷିତ ମହଜୁଦ ବଢ଼ାଇବା ପାଇଁ ଯୋଜନା ଉପରେ କାମ କରୁଛନ୍ତି ଏବଂ…